ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବ

 

 

 

ସମ୍ଭାବ୍ୟ ବାତ୍ୟା ପ୍ରଭାବକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ପୁରୀ ବେଳାଭୂମିରେ ଲାଇଫ ଗାର୍ଡଙ୍କ ସହିତ ଆଲୋଚନା କରୁଛନ୍ତି, ଲାଇଫ ଗାର୍ଡମାନେ ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ ନ କରିବା ପାଇଁ ସତର୍କ କରାଉଛନ୍ତି

 

 

 

କଟକ ବାଲି ଯାତ୍ରା ତଳ ପଡିଆରେ କଟକ ଓ କଟକ ପରିସରରେ ଥର୍ମୋକଲ୍‌ରେ କାରିଗରମାନେ କୋଣାର୍କ ଚକ୍ର ନିର୍ମାଣ କରୁଛନ୍ତି

 

 

👉 Follow Dharitri – Odisha’s No.1 Trusted Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୬ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱରର କୁଆଖାଇ ଅସ୍ଥାୟୀ ପୋଖରୀରେ ଗଣେଶ ମୂର୍ତ୍ତି ବିସର୍ଜନ       କଟକ କୁମ୍ଭାର ସାହି ଅଞ୍ଚଳରେ ବିଶ୍ୱକର୍ମା ପୂଜାର ଅବ୍ୟବହିତ ପୂର୍ବରୁ ମୃଣ୍ମୟୀ ପ୍ରତିମାଙ୍କୁ…

ଓଡ଼ିଶା: ଆଜିର ଫଟୋ ( ୧୫ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱର ସୂଚନା ଭବନଠାରେ ଉପାସନା ମ୍ୟୁଜିକ ପକ୍ଷରୁ ‘ସ୍ୱରାଞ୍ଜଳୀ’     କଟକ ତେଲେଙ୍ଗା ବଜାର ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ କଟକ ମହାନଗର ନାଗରିକ ମହାସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?