ଓଡ଼ିଶା: ଆଜିର ଫଟୋ ( ୨୫ ଅକ୍ଟୋବର, ୨୦୨୫ )

କଟକ ବାଲିଯାତ୍ରା ତଳ ପଡିଆରେ ଦୋଳି ଓ ଓରମାସ୍‌ ଷ୍ଟଲ୍‌ ନିର୍ମାଣ କାମ ଚାଲିଛି

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବ

 

 

 

କଟକ ଗଡଗଡେଶ୍ୱର ମନ୍ଦିର ନିକଟସ୍ଥ ତ୍ରିନାଥ ମନ୍ଦିର ପରିସରରେ ଥିବା ମାଟି ହୁଁକା ମୂଳରେ ନାଗ ଚତୁର୍ଥୀ ଅବସରରେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି

 

👉 Follow Dharitri – Odisha’s No.1 Trusted Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri