Odisha Elections 2024

ଓଡ଼ିଶା: ଆଜିର ଫଟୋ (୨୫ ଏପ୍ରିଲ, ୨୦୨୪)

ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ

 

ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବିଜେବି କଲେଜ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

 

ଅସହ୍ୟ ତାତିରୁ ସାମୟିକ ରକ୍ଷା ପାଇବା ପାଇଁ କଟକ ତୁଳସୀପୁର ନିକଟସ୍ଥ ମହାନଦୀରେ ଗାଧୋଇ ମଜା ନେଉଛନ୍ତି ଯୁବକମାନେ

 

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ କଟକ ସହର ରାସ୍ତା ବଜାର ଶୂନଶାନ

 

କଟକ ବକ୍ସିବଜାର ଛକ ରାସ୍ତା ପାର୍ଶ୍ୱରେ ଧାନ ଖାଉଛନ୍ତି ପାରା ପଲ

 

କଟକ ବାଲିଯାତ୍ରା ତଳ ପଡ଼ିଆ ମହାନଦୀ ଗଡ଼ଗଡ଼ିଆ ଘାଟରେ ଭୁଶୁଡ଼ି ପଡ଼ିଥିବା ସିମେଣ୍ଟ କଂକ୍ରିଟ ପାହାଚ ଏଯାଏଁ ମରାମତି ହୋଇନାହିଁ

 

ଖରାଦିନେ ବେଣାଚେର ପରଦାର ଚାହିଦା ଯୋଗୁଁ କଟକ ତିନିକୋଣିଆ ବଗିଚା ଅଞ୍ଚଳରେ ବେଣାଚେର ପରଦା ପ୍ରସ୍ତୁତ କରୁଛନ୍ତି ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୪ ମେ, ୨୦୨୪)

ସୂଚନା ଭବନରେ ୧୬ତମ ଅଭିଯାନ ଟ୍ୟାଲେଣ୍ଟ ଆୱାର୍ଡ ୨୦୨୪ରେ  ଆୟୋଜିତ ଓଡିଶୀ ନୃତ୍ୟ   ୟୁନିଟ ୩ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟରେରେ ଭୋଟର ଙ୍କୁ ସହାୟତା...

ଓଡ଼ିଶା: ଆଜିର ଫଟୋ ( ୨୨ ମେ, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତ୍ରିଧାରା ଅନୁଷ୍ଠାନ ତରଫରୁ ସ୍ଵର୍ଣ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମ     ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ...

ଓଡ଼ିଶା: ଆଜିର ଫଟୋ ( ୨୧ ମେ, ୨୦୨୪)

କଟକ ଯୋବ୍ରା ଆନିକଟ ରୋଡରେ ଲିଚୁ ବ୍ୟବସାୟୀ ଫଳ ଗୁଡିକୁ ସତେଜ ରଖିବା ପାଇଁ ଜଳ ସିଞ୍ଚନ କରୁଛନ୍ତି     କଟକ ବାଲିଯାତ୍ରା ତଳ...

ଓଡ଼ିଶା: ଆଜିର ଫଟୋ (୨୦ ମେ, ୨୦୨୪)

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିରକୁ ଯାଉଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀ ପୁନମାଗେଟ ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ ବାଲିଯାତ୍ରା...

ଓଡ଼ିଶା: ଆଜିର ଫଟୋ ( ୧୯ ମେ, ୨୦୨୪)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତକୁ ସ୍ୟାଣ୍ଡ ଆନିମେସନରେ ସ୍ୱାଗତ କରୁଛନ୍ତି ଭାସ୍କର ଶିଳ୍ପୀ ଶ୍ରୀଧର ଦାସ       ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ...

ଓଡ଼ିଶା: ଆଜିର ଫଟୋ ( ୧୮ ମେ, ୨୦୨୪)

ଭୁବନେଶ୍ୱର ସ୍ଥିତ ରବିନ୍ଦ୍ରମଣ୍ଡପରେ ଆୟୋଜିତ ୩୭ତମ ବାର୍ଷିକ ନୃତ୍ୟତ୍ସବ ‘ନୃତ୍ୟାମ୍ବଦା’ର ଦ୍ଵିତୀୟ ଦିବସ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ରାସ୍ତାରେ...

ଓଡ଼ିଶା: ଆଜିର ଫଟୋ ( ୧୬ ମେ, ୨୦୨୪ )

ଶ୍ରୀକ୍ଷେତ୍ର ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି       ପ୍ରଚଣ୍ଡ ଖରା ପାଇଁ ଶ୍ରୀମନ୍ଦିର ସାମ୍ନାରେ ଭକ୍ତଙ୍କ ଉପରେ ପାଣି ସ୍ପ୍ରେ...

ଓଡ଼ିଶା: ଆଜିର ଫଟୋ ( ୧୫ ମେ, ୨୦୨୪ )

କଳିଙ୍ଗ ଷ୍ଟାଡିୟମରେ ୨୭ତମ ଜାତୀୟ ଫେଡେରେସନ୍ ଆଥଲେଟିକ୍ସ ଚାମ୍ପିଅନସିପ୍     କଳିଙ୍ଗ ଷ୍ଟାଡିୟମରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ବିଜେତା     ଓଡିଶାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri