Odisha Elections 2024

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୨, ୨୦୨୩ )

ଭୁବନେଶ୍ୱର ସ୍ଥିତ ଶହୀଦନଗର ଓଭରବ୍ରିଜ ଉପରେ ପ୍ରବଳ ବର୍ଷା

 

ଭୁବନେଶ୍ୱର ସ୍ଥିତ ପିଏମଜିରେ ବର୍ଷା ସମୟର ଦୃଶ୍ୟ

 

ରମାଦେବୀଙ୍କ ୩୮ତମ ଶ୍ରାଦ୍ଧଉତ୍ସବରେ ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ରମାଦେବୀଙ୍କ ୩୮ତମ ଶ୍ରାଦ୍ଧଉତ୍ସବରେ ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ

ଭୁବନେଶ୍ୱର ସ୍ଥିତ ରେଳ ଅଡ଼ିଟୋରିଅମରେ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୫ ମେ, ୨୦୨୪ )

କଳିଙ୍ଗ ଷ୍ଟାଡିୟମରେ ୨୭ତମ ଜାତୀୟ ଫେଡେରେସନ୍ ଆଥଲେଟିକ୍ସ ଚାମ୍ପିଅନସିପ୍     କଳିଙ୍ଗ ଷ୍ଟାଡିୟମରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ବିଜେତା     ଓଡିଶାର...

ଓଡ଼ିଶା: ଆଜିର ଫଟୋ ( ୧୪ ମେ, ୨୦୨୪)

ରାଜଧାନୀରେ ଏକ ପକ୍ଷୀ ଛୁଆଙ୍କୁ ଖାଈବାକୁ ଦଉଚି

ଓଡ଼ିଶା: ଆଜିର ଫଟୋ ( ୧୩ ମେ, ୨୦୨୪ )

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ: କଟକ ସିଡିଏ ଡିଏଭି ପବ୍ଲିକ ସ୍କୁଲରେ କୃତି ଛାତ୍ରୀଛାତ୍ରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଉଛନ୍ତି...

ଓଡ଼ିଶା: ଆଜିର ଫଟୋ ( ୧୨ ମେ, ୨୦୨୪ )

ବର୍ଷାରେ କଟକର ବିଭିର୍ନ ଅଂଚଳର ଅବସ୍ଥା     ୟୁସିପି ଇଂଜିନିୟରିଂ ସ୍କୁଲରୁ ଭିଭିପାଟ ଓ ଇଭିଏମ ମେସିନ ବ୍ରହ୍ମପୁର ନିକଟସ୍ଥ କେନ୍ଦ୍ରକୁ ପଠାଯାଉଛି  ...

ଓଡ଼ିଶା: ଆଜିର ଫଟୋ ( ୧୧ ମେ, ୨୦୨୪)

ବକୁଳ ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍ ଲେଡି ଅଫ୍ ଓଡ଼ିଶା’ ଉନ୍ମୋଚିତ...

ଓଡ଼ିଶା: ଆଜିର ଫଟୋ ( ୧୦ ମେ, ୨୦୨୪)

ଅକ୍ଷୟତୃତୀୟାରେ ଭୁବନେଶ୍ୱରର ସୁନା ଦୋକାନରେ ଲୋକଙ୍କ ଗହଳି ଇସ୍କନ ମନ୍ଦିରଠାରେ ରଥ କାଠ ଅନୁକୂଳ କରାଯାଉଛି

ଓଡ଼ିଶା: ଆଜିର ଫଟୋ (୯ ମେ, ୨୦୨୪)

ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଠାରୁ ଆଚାର୍ଯ୍ୟ ବିହାର ଯାଏ ପ୍ରବଳ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି ରାଜଧାନୀରେ ପ୍ରବଳ ଖରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି ପୁରୀ...

ଓଡ଼ିଶା: ଆଜିର ଫଟୋ ( ୮ ମେ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ବର୍ଷା    

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri