Advertisement

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୪, ୨୦୨୨)

ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ଇଂରାଜୀ ମଧ୍ୟମ ବିଦ୍ୟାଳୟର ଶିକ୍ଷକମାନେ ଶିଶୁ ଦିବସ ପାଳନ କରିବା ପାଇଁ ଏକ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି

ଶିଶୁ ଦିବସ ଅବସରରେ ସୋମବାର ଭୁବନେଶ୍ୱରରେ ଭିର୍ଣ୍ଣକ୍ଷମ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ଓଡିଶା ଏଫସିର ଫୁଟବଲରମାନେ ଏକ କାର୍ଯ୍ୟକ୍ରମ କରୁଛନ୍ତି

ସୋମବାର କଟକସ୍ଥିତ ତୁଳସିପୁର ଖ୍ରୀଷ୍ଟିଆନ ପଡିଆ ଠାରେ ବିଶ୍ୱ ମଧୁମେହ ଦିବସରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି

ଶିଶୁ ଦିବସରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପିଲାମାନେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨, ୨୦୨୧)

ଲକଡାଉନ ନିଅମ କୋହଳ ହେବା ପରେ ଫରେଷ୍ଟ ପାର୍କ ଖୋଲିଲା ଭୁବନେଶ୍ୱର ଜୟଦେବ ବିହାର ଆକାଶରେ ଇନ୍ଦ୍ରଧନୁର ଝଲକ ବର୍ଷା ହେବା ଫଳରେ ରସୁଲଗଡ ଠାରୁ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୮, ୨୦୨୧)

କଟକ ନରାଜ ଆନିକଟ ମହାନଦୀ କୂଳରେ ଡଙ୍ଗା ଭେଳା

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୩, ୨୦୨୨)

ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲରେ ଅନୁଷ୍ଠିତ ଦଶମ ଶ୍ରେଣୀ ଛାତ୍ରମାନଙ୍କର ସମେଟିଭ ମୂଲ୍ୟାଙ୍କନ -୧ ପରୀକ୍ଷା ପ୍ୟାରୀ ମୋହନ ଏକାଡେମୀରେ ଅନୁଷ୍ଠିତ ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କର ସମେଟିଭ...

ଓଡ଼ିଶା: ଆଜିର ଫଟୋ (ମେ ୪,୨୦୨୨)

ଜାତୀୟ ଶିକ୍ଷା ନୀତି ୨୦୨୦କୁ ବାତିଲ କରିବା ଦାବି ନେଇ ଏଆଇଡିଏସଓ ପକ୍ଷରୁ ରେଭେନଶା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଦସ୍ତଖତ ଅଭିଯାନ   କଟକ...

ଓଡ଼ିଶା: ଆଜିର ଫଟୋ (ଜୁନ ୨୦, ୨୦୨୧)

ପୁରୀ ବାଏପାସ ରୋଡ ଟଙ୍କପାଣି ରୋଡ ରେ ଏକ ବରଗଛ ଡାଳରେ କଜଳପାତିଆ ପକ୍ଷୀ ବସିଛି ବିନ୍ଦୁସାଗର ରେ ପାଇପ ରୁ ବାହାରୁଥିବା ପାଣିରେ ପିଲା...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୪, ୨୦୨୧)

ଚକ୍ରବୁଲା ଏକାଦଶୀରେ ପୁରୀରେ ଶ୍ରୀ ସୁଦର୍ଶନ ମହାପ୍ରଭୂ ଚାରି ଆଶ୍ରମ ବିଜେ କରୁଛନ୍ତି   ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥିରେ ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୨)

କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟ ସବ-ଜୁନିଅର ବାସ୍କେଟ ବଲ ଚାମ୍ପିଅନଶିପ ପ୍ରତିଯୋଗିତା ଆଜୀବନ ସଜା କଟୁଥିବା ବିଲକିସ ବାନୋଙ୍କ ବଲାତ୍କାରୀଙ୍କୁ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୭ , ୨୦୨୦)

ଯାତ୍ରୀମାନେ ସୋମବାର ଭୁବନେଶ୍ୱର ରେଳ ଷ୍ଟେସନରେ ସାମାଜିକ ଦୂରତା କୁ ମାନୁ ନାହାନ୍ତି       ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

Advertisement
Archives

Model This Week