
ପ୍ରଭୁ ଲିଙ୍ଗରାଜଙ୍କ ବିଭାହ ପରେ ମା ଗୌରୀ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ପ୍ରୋସେସନରେ ଆସୁଛନ୍ତି
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି
ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ ପରିସରରେ ଏକ ଗଛରେ ବସା ବାନ୍ଧିଥିବା ବାୟା ଚଢେଇ

