ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟଞ୍ଜଳି ଉତ୍ସବରେ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ

କଟକ ବାଙ୍କା ବଜ଼ାର ଅଂଚଳରେ ସାବିତ୍ରୀ ପୂଜା ଉପଲକ୍ଷେ ଚୁଡ଼ି ବ୍ୟବସାୟୀ ଲାଖରେ ପ୍ରସ୍ତୁତ କରିଥିବା ଚୁଡ଼ି ଗୁଡିକୁ ଜଣେ ମହିଳା ଦେଖୁଛନ୍ତି


