ଓଡ଼ିଶା: ଆଜିର ଫଟୋ ( ୧୯ ଫେବୃଆରୀ, ୨୦୨୫ )

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଖେଳାଯାଉଥିବା FIH Hockey Pro Leagueରେ ସ୍ପେନ ବିପକ୍ଷରେ ଇଂଲଣ୍ଡ

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଖେଳାଯାଉଥିବା FIH Hockey Pro Leagueରେ ଭାରତ ବନାମ ଜର୍ମାନୀ

ଭୁବନେଶ୍ୱର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ଇନ୍ଦିରା ଗାନ୍ଧୀ ପାର୍କ ପାର୍ଶ୍ୱରେ ପ୍ଲାଷ୍ଟିକର ଭୟାବହତାକୁ ନେଇ ସଚେତନତା

 

ଭୁବନେଶ୍ୱରସ୍ଥିତ Institute of Entrepreneurship development (IED), ମଞ୍ଚେଶ୍ୱର ପରିସରରେ MSME ଏବଂ STARTUP ମାନଙ୍କ ପାଇଁ ଋଣ ମେଳା ଆୟୋଜିତ


କଟକ ବାଦାମବାଡ଼ି ଜନଗହଳି ରାସ୍ତାରେ ଟ୍ରାଫିକ ନିୟମ ଉଲଂଘନ କରୁଥିବା ବାଇକ ଚାଳକଙ୍କୁ ସଚେତନ କରିବା ସହ ଫାଇନ ଆଦାୟ କରୁଛନ୍ତି ଟ୍ରାଫିକ ପୋଲିସ


ଭାରତ ଭ୍ରମଣ ଅବସରରେ କଟକସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନରେ ଆସିଥିବା ଡଃ. ରାଧା ଗୋବିନ୍ଦ ଓ ପୁତ୍ର ସହଜ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୪ ନଭେମ୍ବର, ୨୦୨୬ )

ଆଗକୁ ଆସୁଛି ଦୀପାବଳି। ପୂଜାର୍ଚ୍ଚନା ପାଇଁ କଟକ ନୟାସଡ଼କସ୍ଥିତ ଏକ ଦୋକାନରୁ ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣୁଛନ୍ତି ଗ୍ରାହକ     କଟକ ବାଲିଯାତ୍ରା ତଳ ପଡ଼ିଆରେ ଓରମାସ୍…

ଓଡ଼ିଶା: ଆଜିର ଫଟୋ ( ୧ ନଭେମ୍ବର, ୨୦୨୬ )

ଆଗକୁ ଦୀପାବଳି, ଭୁବନେଶ୍ୱର ଏକ୍‌ଜିବିସନ୍‌ ଗ୍ରାଉଣ୍ଡରେ ମୃତ୍ତିକା ପକ୍ଷରୁ ଦୀପ ବିକ୍ରି     ଭୁବନେଶ୍ୱର ଜିକେସିଏମ୍‌ରେ ନୃତ୍ୟାଙ୍କିତା ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ରସାନୁଭବ’ର ଉଦ୍‌ଯାପନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?