ଓଡ଼ିଶା: ଆଜିର ଫଟୋ ( ମେ ୧୮, ୨୦୨୩ )

କଟକ ସିଡିଏ ପେଟାନାଳ ମଧ୍ୟରେ ଖାଦ୍ୟ ଅନ୍ୱେଷଣରେ ବଗ ପଲ

 

କଟକ ଜଗତପୁର ରାସ୍ତା ପାର୍ଶ୍ୱରେ ଘୋଡ଼ାଙ୍କୁ ଖାଇବାକୁ ଦିଆଯାଉଛି

କଟକ ମାତାମଠ ରିଂରୋଡ ଡିଭାଇଡର ମଧ୍ୟରେ ଥିବା ଗଛ ଉପରକୁ ସିଏମସି ପକ୍ଷରୁ ପାଣି ସିଞ୍ଚନ କରାଯାଉଛି

ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ

 

ଭୁବନେଶ୍ୱର ସ୍ଥିତ ଘାଟିକିଆରେ ବିଡିଏ ପକ୍ଷରୁ ବେଆଇନ ନିର୍ମାଣକୁ ଉଛେଦ କରାଯାଉଛି

 

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ ଅବସରରେ କଟକ ସ୍ଥିତ ଏସସିବି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ପିଜି ଵିଭଂ ପକ୍ଷରୁ ଅନୁଷ୍ଠିତ ଆନାଟମିକାଲ ଏକଜିବିସନ

 

କଟକ ସ୍ଥିତ ସେକେଣ୍ଡାରୀ ହାଇସ୍କୁଲ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମ୍ୟାଟ୍ରିକ ଫଳାଫଳ ପୁସ୍ତିକା ଉନ୍ମୋଚନ କରୁଛନ୍ତି

ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଖୁସି ମନାଉଛନ୍ତି ଛାତ୍ରୀଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?