ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୫ )

ଭୁବନେଶ୍ୱର ବାପୁଜି ନଗର ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମହିଳାମାନେ ସିନ୍ଦୂର ଖେଳ ପାଳନ କରୁଛନ୍ତି

 

 

 

କଟକ ବାରବାଟି ଷ୍ଟାଡିୟମ୍‌ରେ ଆୟୋଜିତ ରଣଜୀ କ୍ରିକେଟ୍ ମ୍ୟାଚ: ଓଡ଼ିଶା ବନାମ ବରୋଦା

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅସିମ ବସୁଙ୍କ ୯୩ତମ ଜନ୍ମବାର୍ଷିକୀ ଉପଲକ୍ଷେ, ‘ଉତ୍ତର ପୁରୁଷ’ ଦଳର ସଦସ୍ୟମାନେ ‘ନୋ ଏକ୍ସପାୟରି’ ନାମକ ନାଟକ ଉପସ୍ଥାପନ କରୁଛନ୍ତି

 

👉 Follow Dharitri – Odisha’s No.1 Trusted Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୯ ଜୁଲାଇ, ୨୦୨୬)

ବ୍ରହ୍ମପୁରର ବିଭିର୍ନ ମନ୍ଦିରରେ ଜଗନ୍ନାଥଙ୍କ ବରାହ ଅବତାର       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଂସ୍କୃତି ବିଭାଗ ଓ ଜିକେସିଏମଓଆରସିର ମିଳିତ ଆୟୋଜନରେ ‘ଗୁହାରି’ କାର୍ଯ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri