ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୩, ୨୦୨୧ )

ଭୁବନେଶ୍ୱରର ରାମ ମନ୍ଦିର ଖୋଲା ହେବା ପରେ ଭକ୍ତମାନେ ଦର୍ଶନ କରୁଛନ୍ତି

ଭୁବନେଶ୍ୱରର ଏକ ରାସ୍ତା କଡ଼ରେ ଲୋକମାନେ ହେଲମେଟ କିଣିବା ପାଇଁ ଲମ୍ବା ଲାଇନ କରିଛନ୍ତି

ରବିବାର ଭୁବନେଶ୍ୱରର ଜନପାଥରେ ବିକ୍ରେତା ମାନେ ରାସ୍ତା କଡ଼ରେ ଖେଳନା ପ୍ରଦର୍ଶନ କରୁଛନ୍ତି

ଭୁବନେଶ୍ୱରର ରାଜମହଲ ଛକରେ ହେଲମେଟ ଯାଞ୍ଚ କରାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨, ୨୦୨୨ )

ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମବାର୍ଷିକୀ ଅବସରରେ ଭୁବନେଶ୍ୱର ଏଜି ଛକରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ଣ୍ଣ ଶିକ୍ଷକତା ଦାବିରେ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘର ଭୁବନେଶ୍ୱର ପିଏଜି...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୨, ୨୦୨୨)

ରାଜଧାନୀରେ ଲଘୁଚାପ ଜନିତ ବର୍ଷା ଭୁବନେଶ୍ୱର ପଟିଆ ରେଲୱେ ଷ୍ଟେସନ ନିକଟରେ ଏକ ବେଆଇନ ଘରକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି   ଭାରତ ସ୍କାଉଟସ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୫, ୨୦୨୦)

କଟକ ରାଣୀହାଟ ପୋଲ ଫୂଟପାଥ ଉପରେ ବ୍ୟକ୍ତିଜଣକ ଛତା ମରାମତି କରୁଛନ୍ତି   କଟକ ଏସସିବି ମେଡିକାଲ ପରିସରରେ ଥିବା ସ୍ବୀପର କଲୋନୀ କୁ ପ୍ରଶାସନ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୨, ୨୦୨୧)

ବିଏମସି ଅଫିସିଆଲ ରେଳ କର୍ମଚାରୀ ମାନେ ବାହାର ରାଜ୍ୟ ରୁ ଆସୁଥିବା ଯାତ୍ରୀ ମାନଙ୍କୁ ଭଲ ଭାବରେ ଚେକିଙ୍ଗ କରି ଛାଡ଼ୁଛନ୍ତି କଟକ ବଡମେଡିକାଲ ପାଖ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୪, ୨୦୨୧)

ମହାବିଷୁବ ସଂକ୍ରାନ୍ତି ଲାଗି ଭୁବନେଶ୍ୱର ୟୁନିଟ-୧ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା   କଟକ ମହାନଦୀରେ ବୋଟିଙ୍ଗ ସେବା ଶୁଭାରମ୍ଭ   କଟକ ବଢ଼େଇ ସାହି...

ଓଡ଼ିଶା: ଆଜିର ଫଟୋ (ଜୁନ ୨୨ , ୨୦୨୧)

ଭୁବନେଶ୍ୱରରେ ପ୍ରବଳ ବର୍ଷା   କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ଛତା ବିକ୍ରୟ କରୁଛନ୍ତି ବ୍ୟବସାୟୀ    ଭୁବନେଶ୍ୱରରେ ଖବରକାଗଜ ବିତରକମାନଙ୍କ ଲାଗି ବିଏମସି ତରଫରୁ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୩, ୨୦୨୨)

ଭୁବନେଶ୍ୱରର ଦୃଷ୍ଟିହୀନ ବିଦ୍ୟାଳୟରେ ଆୟୋଜିତ ଦୃଷ୍ଟିହୀନ ଛାତ୍ରୀଛାତ୍ରମାନଙ୍କ ପାଇଁ କ୍ରିକେଟ୍ କୋଚିଂ କ୍ୟାମ୍ପ ଓଡିଶାର ରାଜ୍ୟପାଳ ଗଣେସି ଲାଲ ଭୁବନେଶ୍ୱରର ସୁଚନା ଭବନରେ ଦୃଷ୍ଟିଦାନର ୨୦...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୯, ୨୦୨୨)

ଚୈତ୍ର ମାସ ଦ୍ଵିତୀୟ ମଙ୍ଗଳବାର: ଭୁବନେଶ୍ୱର ୟୁନିଟ-୩ରେ ମହିଳାମାନେ ମା’ ମଙ୍ଗଳାଙ୍କୁ ପଣା ଭୋଗ ଦେଇ ପୂଜାର୍ଚ୍ଚନା କରୁଛନ୍ତି   ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧଦିବସରେ ...

Advertisement
Archives

Model This Week