ଓଡ଼ିଶା: ଆଜିର ଫଟୋ (ଜୁନ ୨୦, ୨୦୨୧)

ପୁରୀ ବାଏପାସ ରୋଡ ଟଙ୍କପାଣି ରୋଡ ରେ ଏକ ବରଗଛ ଡାଳରେ କଜଳପାତିଆ ପକ୍ଷୀ ବସିଛି

ବିନ୍ଦୁସାଗର ରେ ପାଇପ ରୁ ବାହାରୁଥିବା ପାଣିରେ ପିଲା ମାନେ ଗାଧୋଉଛନ୍ତି

ମତ୍ସ୍ୟ ସମ୍ପ୍ରଦାୟର ପୁରୁଷମାନେ ଭୁବନେଶ୍ୱରର ସୀମାନ୍ତରେ ଥିବା ଧଉଳି ନିକଟରେ ଦୟାନଦୀ ରେ ଜାଲ ପକାଉଛନ୍ତି

ବିଭିନ୍ନ ଜାଗାରେ ବନ୍ଦର ଦୃଶ୍ୟ

ଖଣ୍ଡଗିରି ରେ ଜଣେ ବ୍ୟକ୍ତି ମାଙ୍କଡ ଙ୍କୁ ପାଣି ପିଇବାକୁ ଦେଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମେ ୨୭, ୨୦୨୧)

  ହାଟରୁ ପରିବା କିଣି ରାଜମହଲ ଛକରେ ମହିଳା ମାନେ ମୁଣ୍ଡରେ ମୁଣ୍ଡାଇ ଘରକୁ ଯାଉଛନ୍ତି ଭୁବନେଶ୍ୱର ଉପକଣ୍ଠ ବାଳକଟି ଅଲରପୁର ଏକ କେନାଲ ରୁ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୧)

ଭୁବନେଶ୍ୱର ଓୟୁଏଟି ପରିସରରେ ମହିଳାମାନେ ମାଣ୍ଡିଆ କିଆରୀରେ ଉଠିଥିବା ଅନାବନା ଘାସ ବାଛୁଛନ୍ତି     ଶଟଡାଉନରେ ଭୁବନେଶ୍ୱର   କଟକ ଏସସିବି ମେଡିକାଲରେ ଆଉଟଡୋର...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୯ , ୨୦୨୦)

କଟକ ବାରବାଟୀ ଷ୍ଟାଡିୟମ ରାସ୍ତାରେ ଫୁଲଚାରା କିଣୁଛନ୍ତି ଗ୍ରାହକ ବଡଦିନ ଉପଲକ୍ଷେ ଚାଲିଛି ସାଜସଜ୍ଜା ସାମଗ୍ରୀ କିଣାକିଣି ପିପିଲି ବାଇପାସ୍‌ ରାସ୍ତା ପାର୍ଶ୍ୱରେ ନଡାକୁ ବିଡା...

ଓଡ଼ିଶା: ଆଜିର ଫଟୋ (ଜୁନ ୨୩ , ୨୦୨୧)

ସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜୀଉଙ୍କ ହାତୀବେଶ ଲାଗି କଟକ ଫିରଙ୍ଗୀ ବଜାର କାରିଗର  ମୁଖା ପ୍ରସ୍ତୁତରେ ବ୍ୟସ୍ତ ବର୍ଷାଜଳ ନିଷ୍କାସନ ନ ହୋଇ ପାରି କଟକ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୦)

କଟକର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ପ୍ରତିମା ବିସର୍ଜନ କରାଯାଉଛି କଟକ ମହାନଦୀ ଗଡଗଡିଆ ଘାଟରେ ମହିଳାମାନେ ପାଳନ କରୁଛନ୍ତି ସିନ୍ଦୂରଖେଳ ବିଧି ଭୁବନେଶ୍ୱର କୁଆଖାଇ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୪, ୨୦୨୦)

ବିନ୍ଦୁସାଗରରେ ଟ୍ୟୁବ ଉପରେ ବସି ପଦ୍ମ ଫୁଲ ତୋଳା ଚାଲିଛି ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷାର ଦୃଶ୍ୟ   ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଶ୍ରାଦ୍ଧବାର୍ଷିକୀରେ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୧, ୨୦୨୦)

ରାଜଧାନୀରେ ପ୍ରବଳ ବର୍ଷା କଟକ ରାଣୀହାଟ ପୋଲ ଉପରୁ ତାଳଦଣ୍ଡା କେନାଲରେ ଡେଇଁ ଗାଧୋ‍ଇବାର ମଜା ନେଉଛନ୍ତି ପିଲାମାନେ କଟକ ବାଦାମବାଡି ବସ୍‌ଷ୍ଟାଣ୍ଡରେ କରୋନା କଟକଣାକୁ...

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଦୟା ନଦୀ ପୋଲ ତଳେ ମାଛ ଧରୁଛନ୍ତି ବ୍ୟକ୍ତି     ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା     ଭୁବନେଶ୍ୱର ଖଣ୍ଡଗିରିରେ...

Advertisement


Archives

Model This Week