କଟକସ୍ଥିତ ଶେଖ ବଜାରରେ ଦେବୀ ଦୁର୍ଗାଙ୍କ ମାଟି ପ୍ରତିମା ଉପରେ ରଙ୍ଗ ଦିଆଯାଉଛି

କୋଭିଡ-୧୯ ବିପଦ ବିଷୟରେ ଭୁବନେଶ୍ୱରର ପାୱାର ହାଉସ୍ ସ୍କୋୟାର ରାସ୍ତା କଡରେ ଥିବା କାନ୍ଥରେ ଚିତ୍ର କଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି

ହିନ୍ଦୁମାନେ ମହାଲୟ ଉପଲକ୍ଷେ ଭୁବନେଶ୍ୱରର ବିନ୍ଦୁସାଗରରେ ଶ୍ରଦ୍ଧାଳୁ ମାନେ ପିଣ୍ଡ ଦାନ କରୁଛନ୍ତି



