ପ୍ରବଳ ବର୍ଷା ମଧ୍ୟରେ ଭୁବନେଶ୍ୱରର ସଚିବାଳୟ ମାର୍ଗ ରାସ୍ତା ର ଦୃଶ୍ୟ

ଚନ୍ଦନ ଯାତ୍ରା ପୂର୍ବରୁ ଭୁବନେଶ୍ୱରର ବିନ୍ଦୁ ସାଗରରେ ସଜାଯାଇଥିବା ଡଙ୍ଗାଗୁଡ଼ିକ ରଖାଯାଇଛି

ଭୁବନେଶ୍ୱରର ନୟାପଲ୍ଲୀ ବଜାରରେ ପନିପରିବା କିଣିବାବେଳେ ଲୋକ ମାନେ ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି

କଟକ ଆକାଶ ରେ ଘନ ମେଘ ଖଣ୍ଡ ଭାସୁଥିବାର ଦୃଶ୍ୟ



