ଓଡ଼ିଶା: ଆଜିର ଫଟୋ (ମେ ୧୦, ୨୦୨୧)

ୟୁନିଟ-୧ ହାଟରୁ ଜଣେ ଲୋକ କୁଲା କିଣୁଛନ୍ତି

 

ଭୁବନେଶ୍ୱରର ୟୁନିଟ-୧ ପରିବା ବଜାରରେ ପରିବା ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ

ୟୁନିଟ-୧ ହାଟ ମୁଖ୍ୟ ରାସ୍ତାରେ ବଡ ଖାଲ ହୋଇଛି ହେଲେ ବିଏମସି ର ଏଥିପ୍ରତି ନିଘା ନାହିଁ

ବାଣୀବିହାର ଜାତୀୟରାଜପଥ ଭିଏସଏସ ନଗର ରୋଡ ରେ ୩ ଜଣ ଶିଶୁ ଏକ କବାଡିଆ ଟ୍ରଲି କୁ ନେଇ ଯାଉଛନ୍ତି

ଆକାଶରେ ମେଘୁଆ ବାଦଲ ଭୁବନେଶ୍ୱର ସହର କୁ ଢାଙ୍କି ରଖିଥିବାର ଦୃଶ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri