ଲକଡାଉନ୍ ହେତୁ ଯାତ୍ରୀ ନ ଥିବାରୁ କଟକସ୍ଥିତ ରିକ୍ସା ଚାଳକଙ୍କ ମାନେ ବସି ରହିଛନ୍ତି

ଦେଶ ମାତୃ ଦିବସ ପାଳନ କରୁଥିବାବେଳେ ଜଣେ ମହିଳା ରବିବାର ଦିନ ପୁଅକୁ ଫେସ୍ ମାସ୍କ ପିନ୍ଧିବାରେ ସାହାଯ୍ୟ କରୁଛନ୍ତି

ଟ୍ରାଫିକ କର୍ମଚାରୀମାନେ ଭୁବନେଶ୍ୱରର ରାମ ମନ୍ଦିର ଛକ ନିକଟରେ ଏକ ବିବାହ କାର୍ଯ୍ୟ ପାଇଁ ଯାଉଥିବା ଏକ ଗାଡି ଯାଞ୍ଚ କରୁଛନ୍ତି
ଖାଦ୍ୟ ଏବଂ ଆଶ୍ରୟ ନ ଥିବାରୁ କପୋତମାନେ ରାମ ମନ୍ଦିର ଉପରେ ବସିଛନ୍ତି




