ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୭, ୨୦୨୦)

କଟକ ର ଶିଖରପୁର ନିକଟରେ ଥିବା ମହାନଦୀରେ ପ୍ରବାହିତ ହେଉଥିବା ବନ୍ୟାଜଳରେ  ମାଛ ଧରୁଥିବା ଜଣେ ଧୀବର

ସିଏମ୍‌ସି ପକ୍ଷ ରୁ କଟକ ସହର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଅଙ୍କା ଯାଉଥିବା ଚିତ୍ରକଳା

ବୋଷ କଲେଜ ନିକଟରେ ଜଣେ ବ୍ୟକ୍ତି ଖଡ଼ିକା ଝାଡୁ ବିକ୍ରି କରୁଛନ୍ତି

ରାସ୍ତା କଡରେ ପିଲାମାନେ କାଚ ଗୁଲି ଖେଳୁଛନ୍ତି

ଲକ୍‌ଡାଉନ୍‌ରେ ଲୋକମାନଙ୍କ ଭିଡ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମେ ୫, ୨୦୨୧)

ଲକଡାଉନର ପ୍ରଥମ ଦିନ: ଭୁବନେଶ୍ୱର ସହର   କଟକ ସହରରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଛନ୍ତି ପାରା     ଲକଡାଉନର ପ୍ରଥମ ଦିନ: କଟକ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୭, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନୃତ୍ୟ ନାଟିକା ‘ଉତ୍ସବ ଆଜାଦୀ’   ଭୁବନେଶ୍ୱରରେ ମୋୖସୁମୀ ବର୍ଷା   କଟକ...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧୯, ୨୦୨୨)

ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ      କଟକ ବାରବାଟୀ ଷ୍ଟାଡିୟମରେ ରଣଜୀ କ୍ରିକେଟ ମ୍ୟାଚର ତୃତୀୟ ଦିନରେ ବେଙ୍ଗଲ ଓ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୩୦, ୨୦୨୧)

ଭୁବନେଶ୍ୱର ଜନତା ମଇଦାନରେ ତୋଷାଳି ମେଳା

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୨, ୨୦୨୦)

ରାଜଧାନୀ ରାସ୍ତାରେ କଡାକଡି ଯାଞ୍ଚ ଚାଲିଛି   କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ପରିବା ଏବଂ ମାଛ କିଣିବା ଲାଗି ଲୋକଙ୍କ ଗହଳି   ଭୁବନେଶ୍ୱରରେ କାମକୁ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୫, ୨୦୨୧)

ଭୁବନେଶ୍ୱରରେ ସପ୍ତାହନ୍ତ ବନ୍ଦ ର ଦୃଶ୍ୟ ଭୁବନେଶ୍ୱରରେ ପ୍ରବଳ ଉତ୍ତାପ ଫଳରେ ପିଲାମାନେ ବିନ୍ଦୁ ସାଗରରେ ପହଁରୁଛନ୍ତି ମହିଳାମାନେ ଭୁବନେଶ୍ୱରର ବିନ୍ଦୁ ସାଗରରେ ମାଛ ଧରୁଛନ୍ତି...

ଓଡ଼ିଶା: ଆଜିର ଫଟୋ

ବାତ୍ୟା ‘ଅମ୍ପନ’ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର ଅନେକ ସ୍ଥାନରେ ଭୀଷଣ ବର୍ଷା ଓ ପବନ ଅନୁଭୂତ ହୋଇଛି   ବାତ୍ୟା ‘ଅମ୍ଫନ’ ପ୍ରଭାବରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩୦ , ୨୦୨୦)

ସିଂହଦ୍ଵାର ସମ୍ମୁଖ ରେ କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ବୋଇତ ବନ୍ଦାଣ ରଙ୍ଗୋଲି କରାଯାଇଛି କରୋନା କଟାକଣା ଥିବାରୁ ବିନ୍ଦୁ ସାଗର ରେ ବୋଇତ ବନ୍ଦାଣ...

Advertisement
Archives

Model This Week