କରୋନାଭାଇରସ୍ ମହାମାରୀ ହେତୁ ପ୍ରାୟ ନଅ ମାସର ବ୍ୟବଧାନ ପରେ ଛାତ୍ର ଛାତ୍ରୀ ମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ୍ଲାସ୍ କରି ଫେରୁଛନ୍ତି

କୋଭିଡ କାରଣରୁ ଅନେକ ମାସ ବନ୍ଦ ହେବା ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷର ଛାତ୍ରୀ ମାନେ କ୍ଲାସ୍ କରିବା ପାଇଁ କଲେଜ ଭିତରକୁ ପ୍ରବେଶ କରୁଛନ୍ତି



