ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮ , ୨୦୨୦ )

 ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିସାରି ଫେରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସେବାୟତ ମାନେ

ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ‘ଉତ୍କଳ ରଙ୍ଗମଞ୍ଚ’ ଜି.କେ.ସି.ଏମ୍ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରଦର୍ଶନ କରୁଛନ୍ତି

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଥିବା ଏକ ଦୋକାନରେ ପ୍ରଦର୍ଶିତ ହୋଇଥିବା କଣ୍ଢେଇ ଜଣେ ଯୁବତୀ ଦେଖୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ ୮, ୨୦୨୧ )

କଟକ ଛତ୍ର ବଜାର ଫଳ ମାର୍କେଟ ଚଳଚଞ୍ଚଳ     ସାବିତ୍ରୀ ବ୍ରତ ଲାଗି କଟକ ବକ୍ସି ବଜାର ଫଳ ମାର୍କେଟରେ ଲୋକଙ୍କ ଭିଡ଼  ...

ଓଡ଼ିଶା: ଆଜିର ଫଟୋ (ମେ ୨୦, ୨୦୨୧)

ଲକଡାଉନ ରେ ରାଜମହଲ ରୋଡ ରେ ଜଣେ ବେପାରୀ ଖଜୁରୀ ଝାଡୁ ବିକ୍ରି କରିବା ପାଇଁ ରାସ୍ତା ରେ ଯାଉଛନ୍ତି   ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୦, ୨୦୨୨)

କଟକ ଓଡ଼ିଆ ବଜ଼ାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ମୃଣ୍ମୟୀ ଭାସ୍କର୍ଯ୍ୟ ଶିଳ୍ପୀ ଶିବିର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ପ୍ରେସକ୍ଳବ ପାଖରେ ଥିବା ଏକ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୧)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ସ୍ପେନ ଓ ନେଦରଲାଣ୍ଡସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍: ନେଦରଲାଣ୍ଡ ୩-୨ ଗୋଲରେ ବିଜୟୀ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୩, ୨୦୨୧)

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ରେଳଷ୍ଟେସନରେ ଗାନ୍ଧୀଜୀଙ୍କ ବେଶରେ ଯୁବକ   ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୧)

ସ୍ୱାଧୀନତା ଦିବସ ପୂର୍ବରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅଭ୍ୟାସରତ ପୋଲିସ   ଅଲମ୍ପିକ୍ସରେ ଭାଗ ନେଇଥିବା ଓଡିଶା ହକି ଖେଳାଳିଙ୍କୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ...

ଓଡିଶା: ଆଜିର ଫଟୋ (ଜୁନ ୨୯, ୨୦୨୨)

ଅଗ୍ନିପଥ ଯୋଜନାକୁ ବିରୋଧ କରି ଭୁବନେଶ୍ୱର ରାଜମହଲଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏ ଏଆଇଏସଏଫ ସଦସ୍ୟଙ୍କ ରାଲି   ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୭, ୨୦୨୧)

ଭୁବନେଶ୍ୱରରେ ବିଶ୍ୱକର୍ମା ପୂଜା   ଖଣ୍ଡଗିରି ଏବଂ ଉଦୟଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ   କଟକରେ ବିଶ୍ୱକର୍ମା ପୂଜା

Advertisement
Archives

Model This Week