ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୭, ୨୦୨୦)

ପର୍ଯ୍ୟଟକମାନେ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା କୁ ଦେଖିସାରିବା ପରେ ଆନନ୍ଦରେ ଫେରୁଛନ୍ତି

ଜଣେ ଯୁବକ ଭୁବନେଶ୍ୱରର ନୟାପାଲି ଦୁର୍ଗାପୂଜା ମଣ୍ଡପ ନିକଟରେ ମାଟି ହାଣ୍ଡି ବିକ୍ରି କରୁଛନ୍ତି

କଟକସ୍ଥିତ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ମୟୂରଭଞ୍ଜ ବନାମ ରାଉରକେଲା ମଧ୍ୟରେ ଆନ୍ତ ଜିଲ୍ଲା ଟି -୨୦ ମ୍ୟାଚ ଖେଳା ଯାଉଥିବାର ଦୃଶ୍ୟ

ଆଗକୁ ଖ୍ରୀଷ୍ଟମାସ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଜଣେ ମହିଳା ସାଣ୍ଟାକ୍ଲଜ୍ କ୍ୟାପ୍ କିଣିବା ପାଇଁ ଦେଖୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୩୦, ୨୦୨୧)

ଭୁବନେଶ୍ୱର ଜନତା ମଇଦାନରେ ତୋଷାଳି ମେଳା

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୦, ୨୦୨୧)

ପାର୍ବଣ ପୁଜା ଅବସରରେ ପୁରୀ ମାର୍କଣ୍ଡ ପୁଷ୍କରିଣୀ ପରିସରରେ କୁଆଁରୀ କନ୍ୟାମାନେ ପୁଜା କରୁଛନ୍ତି   ଭୁବନେଶ୍ୱର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୦)

ଶ୍ରୀମନ୍ଦିରରୁ ତିନି ରଥକୁ ଆଜ୍ଞା ମାଳ ନିଆଯାଉଛି। ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମାଷ୍ଟରକ୍ୟାଣ୍ଟିନଠାରେ ଜନସାଧାରଣମାନେ ଖୁସି ମନାଉଛନ୍ତି। ରଥଯାତ୍ରା ପାଇଁ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨, ୨୦୨୧)

ଭୁବନେଶ୍ୱର ପିଏମଜି ଛକ ନିକଟରେ ଥିବା ଆମ୍ବ ଗଛରେ ଚଳିତ ବର୍ଷ ଭଲ ଆମ୍ବ ଫଳିଛି   ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ମାଛ ଧରୁଛନ୍ତି ଧୀବର...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩୧, ୨୦୨୧)

  ମହାନଦୀରେ ବୋଟିଂ   ଭୁବନେଶ୍ୱରରେ ପ୍ରବଳ ଖରା ଯୋଗୁଁ ଛତା ନେଇଯାଉଛନ୍ତି ଯୁବତୀ   ଭୁବନେଶ୍ୱରରେ ପାଣି ପାଇପରୁ ନିଜ ତୃଷ୍ଣା ମେଣ୍ଟାଉଛନ୍ତି ଯୁବକ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୯, ୨୦୨୧)

ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ଭୁବନେଶ୍ୱରରେ ସାଇକ୍ଳଥନ   ରାଜଧାନୀରେ ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ୱାକାଥନ   ମା’ କଟକ ଚଣ୍ଡୀଙ୍କ ସୁନା ବେଶ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୩, ୨୦୨୦)

ପୁରୀ ରଥଯାତ୍ରା: ପାଣିରେ ତିନି ରଥର ପ୍ରତିଛବି ପୁରୀ ରଥଯାତ୍ରା: ଶଙ୍କରାଚାର୍ଯ୍ୟ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ପୁରୀ ରଥଯାତ୍ରା: ସୁଦର୍ଶନଙ୍କ ପହଣ୍ଡି...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୭, ୨୦୨୧)

ଭୁବନେଶ୍ୱରରେ ଭାରତୀୟ ହକି ଦଳ   ଭୁବନେଶ୍ୱର ସମ ହସ୍ପିଟାଲ ନିକଟରେ ବେଆଇନ ନିର୍ମାଣକୁ ବିଡିଏ ପକ୍ଷରୁ ଉଚ୍ଛେଦ   ଅସରାଏ ବର୍ଷାରେ କଟକ ଖାନନଗର...

Advertisement
Archives

Model This Week