ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୧, ୨୦୨୦ )

ଭୁବନେଶ୍ୱରର ଧଉଳି ନିକଟରେ ଏକ ଦମ୍ପତି ଖଜୁରୀ ପତ୍ର ବୁଣୁଛନ୍ତି

ରାଜ୍ୟ ସରକାର ସିନେମା ହଲ ଖୋଲିବା ନେଇ ଅନୁମତି ଦେବା ପରେ ଏକ ସିନେମା ହଲ୍ ସାନିଟାଇଜ କରାଯାଉଛି

ନୂତନ ବର୍ଷ ପୂର୍ବରୁ ଗ୍ରାହକମାନେ ପୁଷ୍ପଗୁଚ୍ଛ ଗୁଡିକୁ କିଣୁଛନ୍ତି

ଭୁବନେଶ୍ୱର ଉପକଣ୍ଠରେ ୨୦୨୦ ର ଶେଷ ସୂର୍ଯ୍ୟାସ୍ତ

୨୦୨୦ ର ଶେଷ ସନ୍ଧ୍ୟାରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମେ ୨୯, ୨୦୨୧)

କଟକ ନରାଜରେ ମାଛ ଧରୁଛନ୍ତି ଧୀବର   କଟକ ବ୍ରଜବିହାରିପୁର କଂକ୍ରିଟ ରାସ୍ତା ମଝିରେ ପୋତା ଯାଇଥିବା ଖୁଣ୍ଟରେ ବସିଛି ଚଢ଼େଇ   କଟକ ପୁରୀଘାଟ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୦, ୨୦୨୧)

ବିଶ୍ୱ ପଖାଳ ଦିବସ ପାଳନ ଅବସରରେ କଟକ ମହାନଦୀ ବିହାର ଅଞ୍ଚଳର ଶିଳ୍ପୀ ହିମାଂଶୁ ଶେଖର ପରିଡାଙ୍କ ଦ୍ୱାରା କାଠ ଓ ପଥରରେ ପ୍ରସ୍ତୁତ ହୋଇଥିବା...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୪, ୨୦୨୦)

କଟକର ମଙ୍ଗଳାବାଗ ମହାନାଦୀ  ରିଙ୍ଗବନ୍ଧଠାରେ ବେଆଇନ ଭାବେ ପାର୍କିଂ କରାଯାଉଥିବା ଯାନବାହାନ ଗୁଡିକ ରାସ୍ତା ପାଶ୍ୱର୍ରେ ଛିଡା ହୋଇଛି ଜଣେ ଗରିବ ବ୍ୟବସାୟୀ ସଚିବାଳୟ ମାର୍ଗ...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୨୮, ୨୦୨୧ )

କଟକ ବାଲିଯାତ୍ରା ତଳପଡ଼ିଆ ବାଲୁକା ଶଯ୍ୟାରେ ପିଲାମାନେ କ୍ରିକେଟ ଖେଳରେ ମଗ୍ନ   ପର୍ଯ୍ୟଟନ ବିଭାଗ ପକ୍ଷରୁ କଟକ ବାରବାଟୀ ଗଡ଼ଖାଇର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୧, ୨୦୨୧ )

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ପୂର୍ବରୁ କଳାକାରମାନେ ଆଦିବାସୀ ପଡ଼ିଆରେ କାନ୍ଥରେ ରଙ୍ଗ ଦେଉଛନ୍ତି ସୁଭାସ ବୋଷଙ୍କ ଜନ୍ମ ବାର୍ଷିକ ପୂର୍ବରୁ କଟକସ୍ଥିତ ଓଡିଆ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୫, ୨୦୨୨ )

 ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦଘାଟିତ   ବଜେଟ ଅଧିବେଶନ ଲାଗି ଓଡ଼ିଶା ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଦଳୀୟ ବୈଠକ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୪, ୨୦୨୦)

କଟକ ଗୋପବନ୍ଧୁ ପାର୍କରେ ଫୁଲ ଗଛ ଉପରେ ବସିଛି ପ୍ରଜାପତି କଟକ ଏସସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲରୋଡରେ ସେଲଫି ନେବା ପାଇଁ ଲୋକଙ୍କ...

ଓଡ଼ିଶା: ଆଜିର ଫଟୋ ( ୪ ଏପ୍ରିଲ , ୨୦୨୨)

‘ସ୍କାଉଟ୍ସ ଏବଂ ଗାଇଡ୍’ ଛାତ୍ରୀ ଛାତ୍ରମାନେ ତୁଳସିପୁରସ୍ଥିତ ଓଡିଶା ପୋଲିସ୍ ହାଇସ୍କୁଲ୍ ଠାରେ ଆୟୋଜିତ  ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟର...

Advertisement
Archives

Model This Week