ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୧, ୨୦୨୦)

 

କଟକ କଲେଜ ଛକ ଅଞ୍ଚଳରେ ରାଖୀ କିଣୁଛନ୍ତି ଯୁବତୀ

 

କଟକ ଗୋପାଳପୁରସ୍ଥିତ ଜାତୀୟ ରାଜପଥରେ ପୁନଃନିିର୍ମାଣ କାର୍ଯ୍ୟ ଚାଲିଛି

 

କାଠଯୋଡ଼ି ନଦୀ ଜଳରେ ଭସା ବାଦଲର ପ୍ରତିବିମ୍ବ

 

ସାମାଜିକ ଦୂରତ୍ୱ ନିୟମକୁ ଫୁ: କଟକ ଦରଘା ବଜାର ଚିକେନ ସେଣ୍ଟରରେ ଲୋକଙ୍କ ଭିଡ଼

 

ଲକ୍‌ଡାଉନ ସମୟରେ ଭୁବନେଶ୍ୱର ରାଜମହଲ ଛକ ପାଖରେ ବାଉଁଶର ଟୋକେଇ ତିଆରିରେ ନିମଗ୍ନ ଜଣେ ଦିବ୍ୟାଙ୍ଗ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୭, ୨୦୨୧)

ହୋଲି ପାଇଁ ଭୁବନେଶ୍ୱର ବିଗ ବଜାର ଛକରେ ବିକ୍ରି ହେଉଛି ରଙ୍ଗ ମହାତ୍ମା ଗାନ୍ଧୀଙ୍କ ଶ୍ରୀକ୍ଷେତ୍ର ଆଗମନର ଶତବାର୍ଷିକି ଅବସରରେ ପୁରୀ ରେଳଷ୍ଟେସନରୁ ଗୁଣ୍ଡିଚା ମନ୍ଦିର...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୩, ୨୦୨୦)

ରାଜଧାନୀ ଭୁବନେଶ୍ୱରରେ ଶଟ୍‌ଡାଉନ୍ କଟକ ଗୌରୀଶଙ୍କର ପାର୍କ ଅଞ୍ଚଳରେ ଜଣେ ଚିତ୍ରକାର ଶ୍ରୀ ଜୀଉଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି   କଟକ ରାଜାବଗିଚା ଅଞ୍ଚଳରେ...

ଓଡ଼ିଶା: ଆଜିର ଫଟୋ (ମେ ୨୭, ୨୦୨୨)

କଟକର ଜଗତପୁର ଅଞ୍ଚଳରେ ନକଲି ମୃଦୁ ପାନୀୟ ଉତ୍ପାଦନ ୟୁନିଟ୍ ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୧)

ଭୁବନେଶ୍ୱର ଓୟୁଏଟି ପରିସରରେ ମହିଳାମାନେ ମାଣ୍ଡିଆ କିଆରୀରେ ଉଠିଥିବା ଅନାବନା ଘାସ ବାଛୁଛନ୍ତି     ଶଟଡାଉନରେ ଭୁବନେଶ୍ୱର   କଟକ ଏସସିବି ମେଡିକାଲରେ ଆଉଟଡୋର...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୮, ୨୦୨୨)

ଯୁକ୍ତ -୨ ଅଫଲାଇନ୍ ପରୀକ୍ଷା  ଆରମ୍ଭ ଭୁବନେଶ୍ୱରର ଫୁଟପାଥରେ ତାଳସଜ ବିକ୍ରି ଚାଲିଛି କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ -୨ ଅଫଲାଇନ୍ ପରୀକ୍ଷା...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୭, ୨୦୨୧)

ଏଫଆଇଏଚ ଓଡିଶା ପୁରୁଷ ଜୁନିୟର ହକି ବିଶ୍ୱକପର ଚର୍ତୁଥ ଦିନରେ ପାକିସ୍ତାନ ବନାମ ଇଜିପ୍ଟ ମ୍ୟାଚ୍

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ ମ୍ୟାଚ ରେ ସ୍ପୋର୍ଟ୍ସ ହଷ୍ଟେଲ ବନାମ ସାଇ ଏସଟିସି କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱର ରେଲୱେ ଷ୍ଟେସନ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୪ , ୨୦୨୧)

ଭୁବନେଶ୍ୱରରେ ଭାଲେଣ୍ଟାଇନ୍ସ ଡେ ଅବସରରେ ଏସପ୍ଲାନେଡ୍ ମଲ୍ ଠାରେ ଆୟୋଜିତ ହୋଇଥିବା ଇଭେଣ୍ଟ କେ୯ ରେ ଜଣେ ମହିଳା ତାଙ୍କ ପୋଷା କୁକୁର ସହ ଫୋଟୋ...

Advertisement
Archives

Model This Week