
କଟକ କଲେଜ ଛକ ଅଞ୍ଚଳରେ ରାଖୀ କିଣୁଛନ୍ତି ଯୁବତୀ
କଟକ ଗୋପାଳପୁରସ୍ଥିତ ଜାତୀୟ ରାଜପଥରେ ପୁନଃନିିର୍ମାଣ କାର୍ଯ୍ୟ ଚାଲିଛି
କାଠଯୋଡ଼ି ନଦୀ ଜଳରେ ଭସା ବାଦଲର ପ୍ରତିବିମ୍ବ
ସାମାଜିକ ଦୂରତ୍ୱ ନିୟମକୁ ଫୁ: କଟକ ଦରଘା ବଜାର ଚିକେନ ସେଣ୍ଟରରେ ଲୋକଙ୍କ ଭିଡ଼