ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩୦, ୨୦୨୦ )

ଭୁବନେଶ୍ୱର ଭିଏସଏସ ନଗର ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା

 

କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା

 

ଭୁବନେଶ୍ୱର ଓଲ୍ଡଟାଉନ ଅଞ୍ଚଳରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମାକୁ ଜଣେ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି

 

ଭୁବନେଶ୍ୱର ସଚ୍ଚିବାଳୟ ମାର୍ଗରେ ଶିଳ୍ପୀ ସୁବଳ ମହାରଣାଙ୍କ ଦ୍ବାରା ନିର୍ମିତ ବାଲୁକା କଳା

 

ଭୁବନେଶ୍ୱର ବାପୁଜୀନଗରରେ ଲୋକମାନେ ସାମାଜିକ ଦୂରତା ପାଳନ କରୁନାହାନ୍ତି

 

କଟକ କାଠଗଡା ସାହିରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି ଶିଳ୍ପୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୨ ଜୁଲାଇ, ୨୦୨୬)

ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତାର ଦୁରାବସ୍ଥା ଲିଙ୍କ ରୋଡ୍ ସ୍ଥିତ ନିଶାମଣି କନଭେନ୍ସନ ହଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଲେସିଆରେ ଅନୁଷ୍ଠିତ Mrs. Malaysia…

ଓଡ଼ିଶା: ଆଜିର ଫଟୋ (୨୧ ଜୁଲାଇ, ୨୦୨୬)

କଟକର ବିଭିନ୍ନ ଅଞ୍ଚଳ ଲଗାଣ ବର୍ଷାରେ ଜଳମଗ୍ନ     ପ୍ରବଳ ବର୍ଷାରେ ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ୍‌ ଉପରେ ପାଣି ଜମିବାରୁ ଯାତାୟାତ ବ୍ୟାହତ, ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri