ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୦)

କଳା ବାଦଲ ଆସ୍ତରଣରେ ରାଜଧାନୀ ଆକାଶ

 

ଭୁବନେଶ୍ୱରସ୍ଥିତ ବିନ୍ଦୁସାଗର ମଧ୍ୟ ଭାଗରେ ଥିବା  ମନ୍ଦିର ଚାରିପାଖରେ ଅନାବନା ଗଛ

 

ଗ୍ୟାରେଜଛକଠାରେ ବାଇକ ଓ କାର ଚାଳକଙ୍କଠାରୁ ଫାଇନ ଆଦାୟ କରୁଛି ପୋଲିସ

 

କଟକ ଶକ୍ତିନଗରରେ ବିଶ୍ରାମ ନେଉଛି ମାଙ୍କଡ଼

 

ଲକଡାଉନରେ ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୬ )

କଟକରେ ନାଗ ଚତୁର୍ଥୀ ଅବସରରେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ଗଡ଼ଗଡ଼େଶ୍ୱର ମନ୍ଦିର ନିକଟସ୍ଥ ତ୍ରିନାଥ ମନ୍ଦିର ପରିସରରେ ମାଟି ହୁଙ୍କା ମୂଳେ ଅଣ୍ଡା ଓ କ୍ଷୀର ନୈବେଦ୍ୟ…

ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୬ )

କଟକ ବାଲିଯାତ୍ରା ତଳ ପଡ଼ିଆରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ       ଭୁବନେଶ୍ୱର ୟୁନିଟ୍-୩ କ୍ୟାପିଟାଲ ସ୍କୁଲ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ ( ୧୧ ନଭେମ୍ବର, ୨୦୨୬ )

କଟକରେ ମା’ ଶ୍ୟାମାକାଳୀଙ୍କ ମେଢ଼ ଗୁଡ଼ିକ ବିସର୍ଜନ ପାଇଁ ଦେବୀଗଡା ଅଭିମୁଖେ ଯାଉଛନ୍ତି   ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ…

ଓଡ଼ିଶା: ଆଜିର ଫଟୋ ( ୧୦ ନଭେମ୍ବର, ୨୦୨୬ )

କଟକ ବାଲିଯାତ୍ରା ତଳ ପଡ଼ିଆକୁ ଆସିଥିବା ଦୋଳିଗୁଡ଼ିକର ପ୍ରସ୍ତୁତି କାର୍ଯ୍ୟ ଚାଲିଛି       କମଳା ନେହରୁ ମହିଳା ମହାବିଦ୍ୟାଳୟରେ ନେହରୁ ଯୁବ ପ୍ରତିଷ୍ଠାନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?