ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯ , ୨୦୨୦)

ଶିଳ୍ପୀମାନେ ଶ୍ୟାମାକାଳୀ ପୂଜା ପାଇଁ ମାଟି ପ୍ରତିମା ତିଆରି କରିବାରେ ବ୍ୟସ୍ତ

ନେତାଜୀ ସେତୁ ରାସ୍ତାରେ ଜମା ହୋଇଥିବା ବାଲି ବାରମ୍ବାର ଦୁର୍ଘଟଣା ଘଟାଉଛି

ଜଣେ ବିକ୍ରେତା ରାସ୍ତା କଡରେ ବସି ବାଦାମ ବିକ୍ରି କରୁଛନ୍ତି

ଭୁବନେଶ୍ୱରର ଖଣ୍ଡଗିରି ଗୁମ୍ଫାରେ ଜଣେ ପୁରୋହିତ ପର୍ଯ୍ୟଟକଙ୍କ କପାଳରେ ଫୁଲ, ଚନ୍ଦନ ଲଗାଇଦେଉଛନ୍ତି

କାଠଯୋଡ଼ା ଲେନରେ ଦେବୀ ଲକ୍ଷ୍ମୀଙ୍କ ମାଟି ପ୍ରତିମାକୁ ଜଣେ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୫, ୨୦୨୦)

କଟକ ତୁଳସୀପୁର ଡିଅର ପାର୍କରେ ହରିଣଙ୍କ ବିଚରଣ   କଟକ ସିଡିଏରେ ସିଝା ମକା ବିକୁଛନ୍ତି ବ୍ୟବସାୟୀ   କଟକ ରେଳଷ୍ଟେଶନ ନିକଟରେ ରିକ୍ସା ଉପରେ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୬ , ୨୦୨୦)

ଶ୍ରାବଣ ମାସ ପ୍ରଥମ ସୋମବାର ଲିଙ୍ଗରାଜ ମନ୍ଦିର ଶୂନଶାନ କଟକ ର ବାଦାମବାଡ଼ି ଠାରେ ପୋଲିସ ଯାନବାହାନ ଗୁଡିକୁ ଅଟକାଉଛନ୍ତି        ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୦, ୨୦୨୦)

ଆସନ୍ତା କାଲି ଦୁତିଆ ଓଷା ପାଇଁ ଲୋକମାନେ ବଜାରରେ କିଣା କିଣି କରୁଛନ୍ତି ଭୁବନେଶ୍ୱରର ୟୁନିଟ୍-୨ ମାର୍କେଟ ବିଲଡିଂରେ ଗ୍ରାହକ ମାନେ ସାମାଜିକ ଦୂରତା କୁ...

ଆଜିର ଫଟୋ(ଜୁନ୍ ୧୨, ୨୦୨୦)

ମାର୍କେଟ ବିଲଡିଂରେ ଲୋକଙ୍କ ଗହଳିକୁ ଦେଖି ବିଡିଏ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଉଛି। ରଜ ପାଇଁ ମାର୍କେଟ ବିଲଡିଂରେ ଲୋକଙ୍କ ପ୍ରବଳ ଗହଳି...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୨, ୨୦୨୦)

ଜଣେ ବିକ୍ରେତା ତାଙ୍କ ଦୋକାନରେ ଲେମ୍ବୁ ସଜାଡୁଛନ୍ତି ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ରେ ସପ୍ତମୀ ପୂଜା କଟକସ୍ଥିତ କାଠଗଡ଼ା ସାହି ମଣ୍ଡପ ରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୦)

କଟକ ରିଙ୍ଗବନ୍ଧ ରାସ୍ତାରେ ଶିଶୁକୁ ସାଇକେଲରେ ବସାଇ ନେଉଛନ୍ତି ମହିଳା କଟକ ଖପୁରିଆ ଛକରେ ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ କାମକରୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୩, ୨୦୨୦)

କାଠଯୋଡ଼ି ବନ୍ୟା ଜଳରେ ମାଛ ଧରିବା ପାଇଁ ଦୁଇଜଣ ମତ୍ସ୍ୟଜୀବୀ ଲୋକମାନେ ଗଣେଶ ମୂର୍ତ୍ତିଗୁଡ଼ିକୁ କୁଆଖାଇ ନଦୀରେ ବିସର୍ଜନ କରୁଛନ୍ତି ପୋଟାପୋଖରୀ ରାସ୍ତାରେ ଥିବା ଏକ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୮, ୨୦୨୦)

ପାଓ୍ବାର ହାଉସ ଛକରେ ଜଣେ ବ୍ୟକ୍ତି ବେକେ ଜିନିଷ ଧରି ଯାଉଛନ୍ତି।   ଖାରବେଳ ନଗର ମାଳିସାହି ରାସ୍ତାରେ ଥିବା ବେଆଇନ ଦୋକାନ ଘରକୁ ବିଡିଏ...

Play 250+ Trending Games
Archives

Model This Week

Why Dharitri