ଚୌଧୁରୀ ବଜ଼ାର ଅଞ୍ଚଳରେ ଖୋଲିଥିବା ଅଭିର ରଙ୍ଗ ଦୋକାନ ରୁ ଅଭିର ଓ ପିଚିକାରୀ କିଣୁଥିବା ଗ୍ରାହକ

କାଠଗଡ଼ା ସାହି ରଣାସାହିରେ ପଂଚୁ ଦୋଳ ଓ ଦୋଳ ବିମାନ ମେଳଣ ପାଇଁ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପାରମ୍ପରିକ କେଳା କେଳୁଣୀ ଓ ରାଜା ରାଣୀ ମୁଖ


ଆଗକୁ ଆସୁଛି ଦୀପାବଳି। ପୂଜାର୍ଚ୍ଚନା ପାଇଁ କଟକ ନୟାସଡ଼କସ୍ଥିତ ଏକ ଦୋକାନରୁ ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣୁଛନ୍ତି ଗ୍ରାହକ କଟକ ବାଲିଯାତ୍ରା ତଳ ପଡ଼ିଆରେ ଓରମାସ୍…