Advertisement

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୩, ୨୦୨୨)

ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲରେ ଅନୁଷ୍ଠିତ ଦଶମ ଶ୍ରେଣୀ ଛାତ୍ରମାନଙ୍କର ସମେଟିଭ ମୂଲ୍ୟାଙ୍କନ -୧ ପରୀକ୍ଷା

ପ୍ୟାରୀ ମୋହନ ଏକାଡେମୀରେ ଅନୁଷ୍ଠିତ ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କର ସମେଟିଭ ମୂଲ୍ୟାଙ୍କନ -୧ ପରୀକ୍ଷା

ଛାତ୍ରମାନେ ବିଏସଇ , ଓଡିଶା ଦ୍ୱାରା ପରିଚାଳିତ ସମେଟିଭ ମୂଲ୍ୟାଙ୍କନ -୧ ପରୀକ୍ଷାରେ ଶ୍ରେଣୀଗୃହରେ ପ୍ରବେଶ କରୁଛନ୍ତି

ଶୀତକାଳୀନ ଅଧିବେଶନ ପୂର୍ବରୁ ଭୁବନେଶ୍ୱରର ଓଡିଶା ବିଧାନସଭାରେ ପୋଲିସ ଡିଜି ସୁନୀଲ ବନସଲ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି

ହାପି ଲିଭିଂ ଫାଉଣ୍ଡେସନ ଦ୍ୱାରା ଭୁବନେଶ୍ୱରର ରାମ ମନ୍ଦିରରେ ଦୀପାବଳି ମହୋତ୍ସବ ଅନୁଷ୍ଠିତ ହୋଇଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୪, ୨୦୨୧)

ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପଠାରେ ଦେବୀ ମା ଦୁର୍ଗାଙ୍କର ନବମୀ ପୂଜା ହେଉଛି ପୂଜା ଅବସର ରେ ପୁରୀ ବେଳାଭୂମି ର ମଜାନେଉଛନ୍ତି ପର୍ଯ୍ୟଟକ ଖାନଗର ମଳଚଣ୍ଡିଆଛକ...

ଓଡ଼ିଶା: ଆଜିର ଫଟୋ ( ମେ ୨୫, ୨୦୨୨)

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ରାଜଧାନୀ ମହୋତ୍ସବ      ଜନତା ମଇଦାନରେ ଆୟୋଜିତ ୬ଷ୍ଠ ଭୁବନେଶ୍ୱର ଇଣ୍ଟରନାଶନାଲ ଟ୍ରେଡ଼ ଫେୟାର ୪୪ତମ ଶ୍ରାଦ୍ଧବାର୍ଷିକୀରେ କଟକ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୯, ୨୦୨୦)

ଗୁରୁବାର ବ୍ରହ୍ମପୁରରେ ସଟ ଡାଉନର ଦୃଶ୍ୟ କଟକ ର ରାଣୀହାଟ ତାଳଦଣ୍ଡା କେନାଲ ରୋଡ ପାଖରେ ବାଉଁଶ ଶିଳ୍ପୀମାନେ ବିଭିର୍ଣ୍ଣ ସାମଗ୍ରୀ ତିଆରି କରୁଛନ୍ତି ବ୍ରହ୍ମପୁର...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୮, ୨୦୨୧)

ଭୁବନେଶ୍ୱରର ବାପୁଜୀନଗର ଠାରେ ପ୍ରବଳ ଭିଡ ଯୋବ୍ରା ରେଳ ବ୍ରିଜ୍, କଟକ ଠାରେ ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ଧରୁଛନ୍ତି ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୯, ୨୦୨୦)

ସୋମବାର ରାଜଧାନୀ ଭୁବନେଶ୍ୱରରେ ବର୍ଷାର ଦୃଶ୍ୟ ଭୁବନେଶ୍ୱରସ୍ଥିତ ଏଜି ଛକ ଟ୍ରାଫିକ ପୋଷ୍ଟରେ କମିଶନର ପୋଲିସ ପକ୍ଷରୁ ସୋଲାର ସହାୟତାରେ ଫ୍ଲାସ ଲାଇଟର ବ୍ୟବସ୍ଥା ହେଉଛି।...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୬, ୨୦୨୨ )

  ନୂଆଦିଲ୍ଲୀରେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଦଳୀୟ କର୍ମୀ  ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୧ , ୨୦୨୨)

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ଭୁବନେଶ୍ୱର ୟୁନିଟ୍- ୩ର ଏକ ପ୍ରାଚୀରରେ  ସଚେତନତାଧର୍ମୀ ଚିତ୍ରାଙ୍କନରେ ନିମଗ୍ନ ଶିଳ୍ପୀ   ଭୁବନେଶ୍ୱର ଏଜି ଛକରେ ସଡକ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୦, ୨୦୨୧)

ପୁରୁଣା ଭୁବନେଶ୍ୱର ସ୍ଥିତ ଏକ ମନ୍ଦିର ପ୍ରାଙ୍ଗଣରେ କ୍ରିକେଟ ଖେଳୁଛନ୍ତି ପିଲାମାନେ     କୋଭିଡ କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ଭୁବନେଶ୍ୱରରେ ଲିଙ୍ଗରାଜ...

Advertisement
Archives

Model This Week