ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୩, ୨୦୨୨)

ଦେବ ସ୍ନାନା ପୂର୍ଣ୍ଣିମା ଅବସରରେ କଳାକାର ଚନ୍ଦ୍ର ସେଖର ସାହୁ ଫିରିଙ୍ଗ ବଜାରରେ ପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାରକୁ ଶେଷ ସ୍ପର୍ଶ ଦେଇଛନ୍ତି

ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଅଭିବାଦନ ଜଣାଇଛନ୍ତି

ଭୁବନେଶ୍ୱରର ସହିଦ ନଗରର ଏକ ଘରୋଇ ହୋଟେଲରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି

ରଜ ପାଇଁ ନୟାପଲ୍ଲୀର ଗଡାସାହି ରେ ଯୁବତୀ ମାନେ ସଜବାଜ ହେଉଛନ୍ତି

ରଜ ଉତ୍ସବ ର ଅବ୍ୟବହିତ ପୂର୍ବରୁ ଝାଞ୍ଜିରୀ ମଙ୍ଗଳା ରିଙ୍ଗ ରୋଡ ପାର୍ଶ୍ୱରେ ବିକ୍ରୟ ପାଇଁ ରଜ ପାନ ପ୍ରସ୍ତୁତ କରୁଥିବା ଯୁବକ

ବକ୍ସି ବଜାର ସ୍ଥିତ ନାରୀ ସଂଘ ସଦନ ଠାରେ ଓଡିଶା ନାରୀସେବା ସଂଘ ପକ୍ଷ୍ୟରୁ ଅନୁଷ୍ଠିତ ପୋଡପିଠା ପ୍ରତିଯୋଗିତା ଓ ରଜଉତ୍ସବ ପାଳନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୨)

ବାଲିଯାତ୍ରା ସରିବାପରେ କଟକର ବାଲିଯାତ୍ରା ପଡିଆରେ ଅଧିକାଂଶ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିପୂର୍ଣ୍ଣ       ଧରିତ୍ରି ପରିବାର ତରଫରୁ ଭୁବନେଶ୍ୱରର ଧରିତ୍ରୀ ମୁଖ୍ୟ କାର୍ଯ୍ୟାଳୟ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୧, ୨୦୨୧)

ଝାରପଡା ଦୁର୍ଗାପୂଜା ସମିତି ପକ୍ଷରୁ ମା ଦୁର୍ଗାଙ୍କ ମୁର୍ମୟୀ ମୂର୍ତି ଅଲିଶା ବଜ଼ାର ପୂଜା ମଣ୍ଡପ ଚୌଧୁରୀ ବଜ଼ାର ପୂଜା ମଣ୍ଡପ ମା କଟକଚଣ୍ଡୀ ଙ୍କ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୦, ୨୦୨୦)

କଟକ ସହର ଶଟ୍‌ଡାଉନ ଫଳରେ ଜୋବ୍ରା ଆନିକଟ ବ୍ୟାରେଜ ଶୂନ୍‌ଶାନ୍‌   ମାଲ ଗୋଦାମ ଓଭରବ୍ରିଜ ରାସ୍ତା ପାର୍ଶ୍ୱରେ ଆତ କିଣୁଥିବା ଗ୍ରାହକ   ଆସନ୍ତା...

ଓଡ଼ିଶା: ଆଜିର ଫଟୋ (ମେ ୨୦, ୨୦୨୧)

ଲକଡାଉନ ରେ ରାଜମହଲ ରୋଡ ରେ ଜଣେ ବେପାରୀ ଖଜୁରୀ ଝାଡୁ ବିକ୍ରି କରିବା ପାଇଁ ରାସ୍ତା ରେ ଯାଉଛନ୍ତି   ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨, ୨୦୨୨)

ଭୁବନେଶ୍ୱରର ବିଭିର୍ଣ୍ଣ ଦୁର୍ଗାପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୂର୍ତ୍ତୀ   ଗାନ୍ଧୀ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତରଦାୟକ ସଂଯୁକ୍ତ ସଙ୍ଘଟନ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୮, ୨୦୨୨ )

କଟକ କୁମ୍ଭାର ସାହିରେ ଜଣେ ଶିଳ୍ପୀ ଦେବୀ ସରସ୍ଵତୀଙ୍କ ପ୍ରତିମାରେ ରଙ୍ଗ ତୁଳୀର ଶେଷ ସ୍ପର୍ଶ ଦେଉଛନ୍ତି    କଟକ ଯୋବ୍ରା ଆନିକଟ ମହାନଦୀରୁ ମାଛ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୦, ୨୦୨୩ )

ସାଇ ଇଣ୍ଟେରନେସନାଲ ସ୍କୁଲ ର ଛାତ୍ରୀଛାତ୍ରମାନେ ଭୁବନେଶ୍ୱର ବିମାନବନ୍ଦର ରେ ଡାକୋଟା ବିମାନକୁ ଦେଖୁଛନ୍ତି ଏବଂ ଫୋଟୋ ଉଠାଉଛନ୍ତି  ମେଟ୍ରିକ୍ ବୋର୍ଡ଼ ପରୀକ୍ଷା ଆରମ୍ଭ ।...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୭, ୨୦୨୨)

ଭୁବନେଶ୍ୱର ସ୍ଥିତ ରବିନ୍ଦ୍ରମଣ୍ଡପରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବରେ ପରିବେଷିତ ନାଟକ ‘ପୁନଶ୍ଚ ଅବୋଲକରା’ ଭୁବନେଶ୍ୱର ସ୍ଥିତ ସଂସ୍କୁତି ଭବନରେ...

Advertisement
Archives

Model This Week