
ଭୁବନେଶ୍ୱରର ଖାରବେଳନଗର ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ ଚାଲିଛି
କଟକ ଶେଖବଜାର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ମା’ କଟକଚଣ୍ଡୀଙ୍କ ବନଦୁର୍ଗା ବେଶ ମା’ ବାସନ୍ତୀଦୁର୍ଗାଙ୍କ ଅନ୍ନପୂର୍ଣ୍ଣା...
ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବା ପରେ ଭକ୍ତମାନେ ଦର୍ଶନ କରିବାକୁ ଯାଉଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଚାଲିଛି ବିଶୋଧନ କାର୍ଯ୍ୟ ଭୁବନେଶ୍ୱର ରସୁଲଗଡ ଛକରେ...
ଲକଡାଉନ ୩.୦ର ଶେଷ ଦିନରେ ରାଜଧାନୀ ଭୁବନେଶ୍ୱରର କିଛି ଦୃଶ୍ୟ ସାବିତ୍ରୀ ବ୍ରତ ଉପଲକ୍ଷେ କଟକ ଛତ୍ରବଜାର ଫଳ ମାର୍କେଟରେ ଏକ ନଡ଼ିଆ ଟ୍ରକ...
ଭୁବନେଶ୍ୱରର ଉତ୍କଳ ରଙ୍ଗମଞ୍ଚ ଜି.କେ.ସି.ଏମ୍ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ୱିତୀୟ ଦିନରେ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ସିଡିଏ-ନୁଆପାଟଣା ରୋଡକୁ ସଂଯୋଗ କରୁଥିବା...
ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଛାତ୍ରୀଛାତ୍ର ମାନେ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି କଟକର ଚାନ୍ଦନୀଚୌକ୍ ମୁଖ୍ୟ ରାସ୍ତାରେ ଗୋରୁଗୁଡିକ ବିଶ୍ରାମ ନେଉଛନ୍ତି ...
ଲକଡାଉନ ରେ ରାଜମହଲ ରୋଡ ରେ ଜଣେ ବେପାରୀ ଖଜୁରୀ ଝାଡୁ ବିକ୍ରି କରିବା ପାଇଁ ରାସ୍ତା ରେ ଯାଉଛନ୍ତି ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର...
କଟକ ସିଡିଏ ମଧୁସୂଦନ ସେତୁ ମହାନଦୀ ପାର୍ଶ୍ୱସ୍ଥ ପଠାରେ ଲାଗିଥିବା ନିଆଁ, ଏହା ଫଳରେ ପଠାରେ ଥିବା ଏକ ଥୁଣ୍ଟା ଗଛ ଡାଳରେ ପକ୍ଷୀମାନେ ଆଶ୍ରୟ...
ଶଟ୍ଡାଉନ୍ ଖୋଲିବା ପରେ ରାଜଧାନୀ କଟକ ରୋଡରେ ଯାନବାହନ ଭିଡ଼। ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ନେଇଯିବା ପୂର୍ବରୁ ବାଦାମବାଡ଼ି ବସ ଷ୍ଟାଣ୍ଡରେ ଓଆର୍ଟିସି ବସ୍ଗୁଡିକୁ ବିଶୋଧନ କରାଯାଉଛି।...