ପ୍ରବଳ ଗରମ ମଧ୍ୟରେ ଭୁବନେଶ୍ୱରର ବରମୁଣ୍ଡା ଠାରେ ଏକ ପୋଖରୀରେ ବତକ ମାନେ ବୁଲୁଛନ୍ତି

ପକ୍ଷୀମାନେ ଭୁବନେଶ୍ୱରର ଓୟୁଏଟି ଫାର୍ମରେ ଖାଦ୍ୟ ଖୋଜୁଛନ୍ତି

କଟକ ସ୍ଥିତ କାଜୀ ବଜାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଯୋଗ ଚାମ୍ପିଅନସିପ୍ ପ୍ରତିଯୋଗିତା





କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…