ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳାରେ ପ୍ରବଳ ଭିଡ
ଶତାବ୍ଦୀ ଭବନ ରେ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଅଭିପ୍ସା ର ରୌପ୍ୟ ଜୟନ୍ତୀ ପାଳନ ଅବସର ରେ ଶିଶୁ କଳାକାର ଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ

ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଇମତିଆଜ ଅଲି ଭୁବନେଶ୍ୱର କ୍ଲବରେ ଆଦିବାସୀ ରାଣୀ ମାସ୍କଟ , ବ୍ରୋଚର ଉଦଘାଟନ କରୁଛନ୍ତି




