ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୦, ୨୦୨୨)

ଦୁଇ ବର୍ଷ ପରେ ରାମନବମୀ କୋଭିଡ ପ୍ରତିବନ୍ଧକ ଛାଡ କରିବା ପରେ ଭକ୍ତମାନେ ଦର୍ଶନ କରିବାପାଇଁ ଧାଡି ବାନ୍ଧି ଛିଡା ହୋଇଛନ୍ତି

ପ୍ରଭୁ ହନୁମାନ ପରି ପୋଷାକ ପିନ୍ଧିଥିବା ଜଣେ ବାଳକ ରାମ ନବମୀ ଉପଲକ୍ଷେ ଖଣ୍ଡଗିରିରେ ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦେଉଛନ୍ତି

ଭୁବନେଶ୍ୱରର ଖଣ୍ଡଗିରି ପାହାଡରେ ଏକ ଟ୍ୟୁବୱେଲରୁ ମାଙ୍କଡମାନେ ଜଳ ପାନ କରୁଛନ୍ତି

ସିଏନ୍ଜି ଅଭାବରୁ ଭୁବନେଶ୍ୱରରେ ୟୁନିଟ୍-୨ ଇନ୍ଧନ ଷ୍ଟେସନରେ ଅଟୋ-ରିକ୍ସା ର ଲମ୍ବା ଧାଡି

ରାଜଧାନୀରେ ପ୍ରବଳ ଖରା ଖଣ୍ଡଗିରି ସମୁଖରେ ଏକ ଚୁସ୍କି ଦୋକାନରୁ ଯୁବତୀ ଯୁବକ ଚୁସ୍କି ଖାଉଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

ଓଡ଼ିଶା: ଆଜିର ଫଟୋ ( ୨୬ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ୪୯ତମ ବର୍ଷା ଉତ୍ସବ ଆୟୋଜିତ     ପୁରୀ ବଡ଼ଦାଣ୍ଡରେ ଖୋଲିଥିବା ରାକ୍ଷୀ ଷ୍ଟଲ୍‌ରେ ଝିଅମାନେ ରାକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri