ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୧ , ୨୦୨୧ )

ନୂତନ ବର୍ଷର ପ୍ରଥମ ଦିନରେ ଖଣ୍ଡଗିରି ଏବଂ ଉଦୟଗିରି ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ପର୍ଯ୍ୟଟକମାନେ

 

ନୂତନ ବର୍ଷ ଉପଲକ୍ଷେ ପାତାଲେଶ୍ୱର ମନ୍ଦିରରେ ମାଙ୍କ ଫୁଲ ବେଶ

 

କଟକର କ୍ୟାଥୋଲିକ ଚର୍ଚ୍ଚରେ ନୂତନ ବର୍ଷ ଅବସରରେ ପ୍ରାର୍ଥନା ପରେ ବାହାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇଛନ୍ତି

 

ଭୁବନେଶ୍ୱରରେ ଭକ୍ତମାନେ ନୂତନ ବର୍ଷର ପ୍ରଥମ ଦିନରେ ରାମ ମନ୍ଦିରରେ ଭଗବାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଛନ୍ତି

 

ନବବର୍ଷକୁ ସ୍ୱାଗତ କରିବା ପାଇଁ ଲୋକମାନେ ଫୁଲ କିଣୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୮ ଜୁଲାଇ, ୨୦୨୬)

କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର କନଫରେନ୍ସ ହଲ୍‌ରେ ଡିଜିପି ୱାଇ.ବି. ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ସାଇବର ଆର୍ଥିକ ଠକେଇ ମାମଲା ପାଇଁ ‘ଇ-ଜିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri