ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୨)

ଭୁବନେଶ୍ୱରର ହଂସପାଳ ଛକ ନିକଟରେ ପୁରୀ କେନାଲରେ ଦେଖାଯାଇଥିବା କୁମ୍ଭୀର

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ କ୍ଷେତରୁ ଫୁଲକୋବି ଅମଳ କରାଯାଉଛି

ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରୁ ପିଲାମାନେ ଆଦର୍ଶ ବିଦ୍ୟାଳୟରେ ପଢିବାପାଇଁ ପ୍ରବେଶିକା ପରୀକ୍ଷା ଦେଇ ଫେରୁଛନ୍ତି

ଓଡ଼ିଶା ମହିଳା ଫୁଟବଲ୍ ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍ ଗ୍ରାଉଣ୍ଡରେ ଓଡିଶା ପୋଲିସ୍ ବନାମ ଓଜିପି କ୍ଲବ୍ ମ୍ୟାଚ୍ ଖେଳାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୫, ୨୦୨୩ )

ଭୁବନେଶ୍ୱରରେ ଲୋକମାନେ ହୋଲି ପାଇଁ ସପିଂ କରୁଛନ୍ତି     ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱରକୁ ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ    ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୨)

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଲାଗି କଟକ ଓଡ଼ିଆ ବଜ଼ାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଚାଲିଛି ପ୍ରସ୍ତୁତି   ପଞ୍ଚାୟତ ନିର୍ବାଚନ ପାଇଁ...

ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୧ )

କଟକ ଚାଉଲିଆଗଞ୍ଜ ଖେଳ ପଡିଆରେ ଚାଲିଥିବା ଏକ ଅସ୍ଥାୟୀ ପନିପରିବା ବଜାର   ଆଗକୁ ୨ ଦିନ ଶଟଡାଉନ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକଙ୍କ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୧)

 ଆଗାମୀ ଦୁର୍ଗାପୂଜା ପୂର୍ବରୁ କଟକସ୍ଥିତ ଫିରିଙ୍ଗ ବଜାର ଅଞ୍ଚଳରେ ସାଜସଜ୍ଜା ସାମଗ୍ରୀ, ମୁକୁଟ ପ୍ରସ୍ତୁତ କରୁଥିବା କାରିଗରମାନେ ରବୀନ୍ଦ୍ର ମଣ୍ଡପରେ ଓଡିଆ ଭାଷା ସାହିତ୍ୟ ଓ...

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୪, ୨୦୨୦)

ମହାନଦୀ ଜଳରାଶିରେ ଶୋଭା ପାଉଥିବା ନୀଳାକାଶର ଭସା ବାଦଲଖଣ୍ଡର ପ୍ରତିବିମ୍ବ ପୁରୀଘାଟ ପାର୍ଶ୍ୱସ୍ଥ କାଠଯୋଡି ଜଳରାଶି ମଧ୍ୟରେ ବିଶ୍ରାମ ନେଉଥିବା ମଇଁଷିପଲ ବନ୍ୟାଜଳ ହ୍ରାସ ପାଇବା...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨, ୨୦୨୦)

ଶ୍ରୀଜୀଉଙ୍କ ଅଳଙ୍କାର ଗୁଡିକୁ ରଥ ଉପରକୁ ନିଆଯାଉଛି। ପ୍ରଜାପ୍ରତିମାନେ ଭୂମିରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ଭୁବନେଶ୍ୱରସ୍ଥିତ ତୋଷାଳି ଭବନରେ ସ୍ବେଚ୍ଛାସେବୀମାନେ ସାନିଟାଇଜ କରୁଛନ୍ତି। ମହାପ୍ରଭୁଙ୍କ ସୁନାବେଶ

ଓଡ଼ିଶା: ଆଜିର ଫଟୋ (ଜୁନ ୧୩ , ୨୦୨୧)

ଭୁବନେଶ୍ୱର ରେ ଲଘୁଚାପ ଜନିତ ବର୍ଷା    ସାପ୍ତାହିକ ସଟଡାଉନ ଗାଡି ମୋଟର ବନ୍ଧ ରେଳ ଷ୍ଟେସନ ବାହାରେ ଲୋକ ମାନେ ତଳେ ବସିଛନ୍ତି ଏଜି...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨, ୨୦୨୧ )

ସୂର୍ଯ୍ୟାସ୍ତ ସମୟରେ ପୁରୀ ଆକାଶର ଦୃଶ୍ୟ   ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଲୋକଙ୍କ ପ୍ରବଳ ଭିଡ   ଭୁବନେଶ୍ୱରରେ ମୌସୁମୀ ବର୍ଷାର ଦୃଶ୍ୟ...

Advertisement
Archives

Model This Week