ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧, ୨୦୨୦)

କାର୍ତ୍ତିକା ମାସ ଆରମ୍ଭରେ ଆକାଶ ଛୁଆଁ ପନିପରିବା ମୂଲ୍ୟ ଭୁବନେଶ୍ୱରର ଅଞ୍ଚଳରେ ବିକ୍ରେତା ମାନେ ବିକ୍ରୟ କରିବା ପାଇଁ ବସିଛନ୍ତି

ମତ୍ସ୍ୟଜୀବୀମାନେ କଟକସ୍ଥିତ ରିଙ୍ଗରୋଡ ଅଞ୍ଚଳରେ ମହାନାଦୀରୁ ଜାଲରେ ମାଛ ଧରୁଛନ୍ତି

ଖାରବେଳନଗର ରାସ୍ତାରେ ପିଲାଟି ତାର ଦୃଷ୍ଟିହୀନ ପିତାଙ୍କୁ ରାସ୍ତାରେ ହାତ ଧରି ନେଉଛି

ନନ୍ଦନକାନନ ଅଂଚଳରେ ଜଣେ ବିକ୍ରେତା କିଛି ମାଟି ତିଆରି ଜିନିଷପତ୍ର ବିକ୍ରି କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମେ ୧୪, ୨୦୨୧)

ଭୁବନେଶ୍ୱର ବିନ୍ଦୁସାଗରରେ ଡଙ୍ଗାକୁ ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ ଖେଳ ପାଇଁ ପ୍ରସ୍ତୁତ କରାଯାଉଛି   ଆଗକୁ ଶଟଡାଉନ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟ ଓ ୟୁନିଟ-୪...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୧)

କଂଗ୍ରେସର ୬ ଘଣ୍ଟିଆ ହରତାଳ ସମୟରେ ଭୁବନେଶ୍ୱରର ଦୃଶ୍ୟ   ମାଷ୍ଟରକ୍ୟାଣ୍ଟିନ ସ୍କୋୟାରରେ ଥିବା ଆଇ ଲଭ୍ ଭୁବନେଶ୍ୱର ଲୋଗୋ ସହିତ ଯୁବତୀ ଫଟୋ ଉଠାଉଛନ୍ତି...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୪ , ୨୦୨୦)

ଭୁବନେଶ୍ୱର ନୟାପଲ୍ଲୀ ଜୟଦେବ ବିହାରରେ ବାଳିକାଟିଏ ଦୋଳି ଖେଳୁଛି   ପୁରୀ ବେଳାଭୂମିରେ ସନ୍ଧ୍ୟା ସମୟରେ ଧୀବରମାନେ ଫେରୁଛନ୍ତି   ଭୁବନେଶ୍ୱର ରାଜମହଲରେ ଜଣେ ବ୍ୟକ୍ତି...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୦, ୨୦୨୧)

ମହାନଦୀର କଟକ ଗଡ଼ଗଡ଼ିଆ ଘାଟରେ  ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତି ବିସର୍ଜନ   ଭୁବନେଶ୍ୱରରେ ଶିଶୁ ଅଧିକାର ଅଭିଯାନ ଆରମ୍ଭ

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮ , ୨୦୨୦ )

 ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିସାରି ଫେରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସେବାୟତ ମାନେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ‘ଉତ୍କଳ ରଙ୍ଗମଞ୍ଚ’ ଜି.କେ.ସି.ଏମ୍...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୮, ୨୦୨୦)

ରାଜଧାନୀର ପିଏମଜି ଛକରେ ପ୍ରବଳ ଉତ୍ତାପ ହେତୁ ମରୀଚିକା ସୃଷ୍ଟି ହୋଇଛି ଶୀତଋତୁ ଆଗମନରେ ଲୋକ ମାନେ ଭୁବନେଶ୍ୱରର ୟୁନିଟ୍-୧ ବଜାରରେ ଶୀତବସ୍ତ୍ର କିଣୁଛନ୍ତି ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୭, ୨୦୨୧)

ଭୁବନେଶ୍ୱରରେ ବିଶ୍ୱକର୍ମା ପୂଜା   ଖଣ୍ଡଗିରି ଏବଂ ଉଦୟଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ   କଟକରେ ବିଶ୍ୱକର୍ମା ପୂଜା

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୯, ୨୦୨୧)

ଭୁବନେଶ୍ୱର ରାମ ମନ୍ଦିରରେ ଜଣେ ରଙ୍ଗ ମିସ୍ତ୍ରୀ ରଙ୍ଗ କରିବା ପାଇଁ ବିନା ସୁରକ୍ଷାରେ ବାଉଁଶ ଭାରା ବାନ୍ଧୁଛନ୍ତି   କଟକରେ କୋଭିଡ ନିୟମ ଉଲ୍ଲଙ୍ଘନ...

Advertisement
Archives

Model This Week