ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨, ୨୦୨୧)

କଟକ ଚୌଧୁରୀ ବଜାର ଦୋକାନରେ ସାଜସଜ୍ଜା ମୁକୁଟ ବିକ୍ରି ହେଉଛି

କଟକ ତୁଳସୀପୁର ହରିଣ ପାର୍କ ନିକଟ ମହାନଦୀରେ ପକ୍ଷୀଙ୍କ ସମ୍ଭାର

ଜୁନିଅର ହକି ବିଶ୍ୱକପ: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଚିଲି ବନାମ ଇଜିପ୍ଟ ମ୍ୟାଚ୍

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୭, ୨୦୨୧)

କଟକ ରାଣୀହାଟ କେନାଲ ରାସ୍ତାରେ ବାଉଁଶ ତିଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀ ମାନଙ୍କର ହେଉଛି ଥର୍ମାଲ ସ୍କ୍ରିନିଂ ଭୁବନେଶ୍ୱର ରାଜମହଲ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୦, ୨୦୨୦ )

ଭୁବନେଶ୍ୱର ଗଭର୍ଣ୍ଣର ହାଉସ ଛକରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଅବସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ   ଭୁବନେଶ୍ୱରରେ ଜାଳ ସଂଗ୍ରହ କରି...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୧)

ଭୁବନେଶ୍ୱରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ପ୍ରସ୍ତୁତିରେ ବ୍ୟସ୍ତ ଶିଳ୍ପୀ   ଷୋଳ ପୁଅ ମା’ ଘଟ ବିସର୍ଜନ ଅବସରରେ କଟକ ଦିୱାନ ବଜାର ତେଲୁଗୁ ସାହିରେ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୩, ୨୦୨୧)

ଭୁବନେଶ୍ୱର ରସୁଲଗଡ଼ ମଣ୍ଡପରେ ମହାଷ୍ଟମୀ ପୂଜା   ଭୁବନେଶ୍ୱର ଶହୀଦନଗର ମଣ୍ଡପରେ ମହାଷ୍ଟମୀ ଭୁବନେଶ୍ୱର ବମିଖାଲ ମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱର ପଳାଶୁଣୀ ପୂଜାମଣ୍ଡପରେ ମହାଷ୍ଟମୀ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୩, ୨୦୨୧)

ଭୁବନେଶ୍ୱର ବରମୁଣ୍ଡାରେ ବିଡିଏ ପକ୍ଷରୁ ବେଆଇନ ନିର୍ମାଣ ଉଚ୍ଛେଦ   କଟକରେ ନକଲି ସିମେଣ୍ଟ କାରଖାନା

ଓଡ଼ିଶା: ଆଜିର ଫଟୋ ( ମେ ୨୮, ୨୦୨୧ )

କଟକ ରାଣୀହାଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରେ ଜଣେ ମହିଳା ବାଉଁଶ ଜାତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି   ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୭, ୨୦୨୦)

କଟକ ମହାନଦୀ ରିଙ୍ଗବନ୍ଧ ରାସ୍ତାରେ ପାଣିସିଙ୍ଗେଡା ବିକୁଛନ୍ତି ଜଣେ ବ୍ୟବସାୟୀ କଟକ ରାଣୀହାଟରେ ଧାନ କେଣ୍ଡା ଦେଖୁଛନ୍ତି ଗ୍ରାହକ କଟକ ମହାନଦୀ ଜଳରାଶିରେ ଖାଦ୍ୟାନ୍ୱେଷଣ କରୁଛି...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨, ୨୦୨୨)

କଟକ କୁମ୍ଭାର ସାହିରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ଗଢିବାରେ ନିମଗ୍ନ ଶିଳ୍ପୀ   କଟକ  ଶ୍ରୀରାମ ଚନ୍ଦ୍ର ଭବନରେ ତୁଳସୀ ସାହିତ୍ୟ ସଂସଦ ପକ୍ଷରୁ ଗୋସ୍ୱାମୀ...

Advertisement
Archives

Model This Week