ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୧)

କାର୍ତ୍ତିକ ମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ପୂଜର୍ଚ୍ଚନା ସହ ଭକ୍ତଙ୍କ ଦର୍ଶନ ପାଇଁ ଭିଡ଼

କରୋନା କୁ ଦୃଷ୍ଟିରେ ରଖି ଧବଳେଶ୍ଵର ମନ୍ଦିରରେ ଧାରା -୧୪୪ ଲାଗିବା ଫଳରେ ଝୁଲାପୋଲ ଜନ ଶୂନ୍ୟ

ଓଡିଶାରେ ପ୍ରାୟ ୧୯ ମାସ ପରେ ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କ ପାଇଁ କ୍ଲାସ୍ ଆରମ୍ଭ ହୋଇଛି

କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ ଲିଙ୍ଗରାଜ ମନ୍ଦିର ତଥା ଏହାର ଆଖପାଖରେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୪, ୨୦୨୩ )

ପ୍ରଥମାଷ୍ଟମୀ ପାଇଁ କିଣାକିଣି ଲାଗି ଭୁବନେଶ୍ୱରସ୍ଥିତ ମାର୍କେଟ ବିଲଡିଂରେ ଗହଳି   ଓଡ଼ିଶା ଏଫସି ପକ୍ଷରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିଅମରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୩, ୨୦୨୩ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡ଼େମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨, ୨୦୨୩ )

ଭୁବନେଶ୍ୱର ଖଣ୍ଡଗିରି ଧର୍ମ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବରେ ପିଲା ମାନଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ    ...

ଓଡ଼ିଶା: ଆଜିର ଫଟୋ (୧ ଡିସେମ୍ବର , ୨୦୨୩ )

ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଦ୍ୱାରା ରୋଭର ରେଞ୍ଜର ଫେଷ୍ଟର ସମାରୋହ ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାରୁ ଉଦ୍ଧାର ହୋଇଥିବା ଓଡିଆ...

ଓଡ଼ିଶା: ଆଜିର ଫଟୋ (୩୦ ନଭେମ୍ବର , ୨୦୨୩ )

ପୁରୀ ସମୁଦ୍ରରେ ସନ୍ଧ୍ୟାରେ ଯିବାର ମାନେ ଡଙ୍ଗାରେ ମାଛ ଧରୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୯, ୨୦୨୩ )

କାର୍ତ୍ତିକ ମାସ ଶେଷ ପରେ କଟକ ସଇଦ ସେମିନାରୀ ଛକ ସ୍ଥିତ ଆମିଷ ବଜ଼ାର ଭିଡ     କଟକ ବାଲିଯାତ୍ରା     ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୮, ୨୦୨୩ )

କଟକ ବାଲିଯାତ୍ରାର ୨ୟ ଦିବସ     ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ସୁଧା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ରାସ ମହୋତ୍ସବରେ କଳାକାର ମାନେ  ନୃତ୍ୟ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୭, ୨୦୨୩ )

କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ କୁଆଖାଇ ନଦୀରେ ଲୋକମାନେ ଡଙ୍ଗା ଭସାଉଛନ୍ତି     କଟକ ମହାନଗର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଗଡଗଡିଆ ଘାଟ ମହାନଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri