ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୧)

କାର୍ତ୍ତିକ ମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ପୂଜର୍ଚ୍ଚନା ସହ ଭକ୍ତଙ୍କ ଦର୍ଶନ ପାଇଁ ଭିଡ଼

କରୋନା କୁ ଦୃଷ୍ଟିରେ ରଖି ଧବଳେଶ୍ଵର ମନ୍ଦିରରେ ଧାରା -୧୪୪ ଲାଗିବା ଫଳରେ ଝୁଲାପୋଲ ଜନ ଶୂନ୍ୟ

ଓଡିଶାରେ ପ୍ରାୟ ୧୯ ମାସ ପରେ ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କ ପାଇଁ କ୍ଲାସ୍ ଆରମ୍ଭ ହୋଇଛି

କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ ଲିଙ୍ଗରାଜ ମନ୍ଦିର ତଥା ଏହାର ଆଖପାଖରେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୦, ୨୦୨୧ )

ଆଗକୁ ମକର ସଂକ୍ରାନ୍ତି କଟକର ନୟାସଡ଼କ ଅଞ୍ଚଳରେ ଗୁଡ଼ି ବିକ୍ରି ହେଉଛି ଆସନ୍ତା ଜାନୁଆରୀ ୧୪ ରେ ମୁକ୍ତେଶ୍ଵର ମହୋତ୍ସବ ପାଇଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱରର...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୨, ୨୦୨୦)

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ଶୁଖିଯାଇଥିବା ସୋରିଷ ଗଛ ଟ୍ରାକ୍ଟର ମେସିନ ଦ୍ୱାରା ସଫା କରାଯାଉଛି ରାଜଧାନୀ ଚନ୍ଦ୍ରଶେଖରପୁର ନୀଳମାଧବ ବସ୍ତି ବିଡିଏ ଦ୍ୱାରା ଉଚ୍ଛେଦ କରାଯାଉଛି...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ   କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ   ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’କାଳୀଙ୍କୁ ବିସର୍ଜନ କରାଯାଉଛି   ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପସ୍ଥିତ ପ୍ରତିମୂର୍ତ୍ତିରେ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨, ୨୦୨୦)

ରାଜ୍ୟ ସରକାର ଙ୍କ ଅନୁମତି କ୍ରମେ ରାଜଧାନୀ ଭୁବନେଶ୍ୱର ରେ ମହଲ ଗୁଡିକ ଖୋଲିଗଲାପରେ ଲୋକ ମାନେ କିଣା କିଣି କରୁଛନ୍ତି ରକ୍ଷା ବନ୍ଧନ ପାଇଁ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୧)

ବଢୁଛି ତାପମାତ୍ରା ଶୁଷ୍କ ନଦୀ ଯୋବ୍ରା ନିକଟରେ ଶୁଷ୍କ ଅବସ୍ଥା ରେ ଥିବା ମହାନଦୀ ଏଜି ଛକରେ ବିଏମସି ପକ୍ଷରୁ ଗଛରେ ପାଣିଦିଅଯାଉଛି ରାଣୀହାଟ କେନାଲ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨, ୨୦୨୧)

ଦୀପାବଳି ଲାଗି କଟକ ଚୌଧୁରୀ ବଜାରରେ ପୂଜା ସାମଗ୍ରୀ କିଣିବା ପାଇଁ ଭିଡ଼   ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀରେ କଟକ ଖାନନଗରସ୍ଥିତ ପ୍ରତିମୂର୍ତ୍ତିରେ...

Advertisement
Archives

Model This Week