ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା

ପୁରୀ ମଙ୍ଗଳା ଘାଟ ଅସ୍ଥାୟୀ ପୋଖରୀ ରେ ମା ଙ୍କୁ ବିଦାୟ ଦିଆଯାଇଛି

କୁମ୍ଭାରସାହି ଅଞ୍ଚଳରେଗଜଲକ୍ଷ୍ମୀ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳିରେ ଶେଷସ୍ପର୍ଶ ଦେଉଥିବା ଶିଳ୍ପୀ





କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…