କରୋନା ଟିକା ଭୁବନେଶ୍ୱର ବିମାନ ବନ୍ଦରରୁ କଡା ସୁରକ୍ଷା ମଧ୍ୟରେ ନିଆଯାଉଛି

କରୋନା ଟିକା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡିଶା ରାଜ୍ୟ ଔଷଧ ନିଗମରେ ରଖାଯାଉଛି
କଟକ ସିଟି ହସ୍ପିଟାଲରେ କରୋନା ଟିକା ପହଞ୍ଚିଛି

