ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୭, ୨୦୨୧)

ଚାଷୀ ଆଇନ ବିରୁଦ୍ଧରେ ବିଭିନ୍ନ କୃଷକ ସଙ୍ଗଠନ ଆହ୍ୱାନ କରିଥିବା ଭାରତ ବନ୍ଦ ଯୋଗୁଁ ବ୍ରହ୍ମପୁର ବସଷ୍ଟାଣ୍ଡ ରେ ଯାତ୍ରୀମାନେ ବସିଛନ୍ତି ଏବଂ ବସଗୁଡିକ ଛିଡାହୋଇଛି

କଟକରେ ଭାରତ ବନ୍ଦ ଯୋଗୁ ଦୋକାନ ବଜାର ବନ୍ଦ ଏବଂ ରାସ୍ତା ଘାଟ ଶୂନଶାନ ଅନୁଭୂତ ହେଉଛି

କୃଷକମାନଙ୍କୁ ଭାରତ ବନ୍ଦ ଡାକରା ଦେଇଥିବା କାରଣରୁ ମୋବସ୍ ମାଷ୍ଟରକ୍ୟାଣ୍ଟିନ ଠାରେ ଛିଡା ହୋଇରହିଛି

କଟକ ରେଳଷ୍ଟେସନ ଭାରତ ବନ୍ଦ ଯୋଗୁଁ ଶୂନଶାନ ଅନୁଭୂତ ହେଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୭, ୨୦୨୧)

କଟକ ରାଣୀହାଟ କେନାଲ ରାସ୍ତାରେ ବାଉଁଶ ତିଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀ ମାନଙ୍କର ହେଉଛି ଥର୍ମାଲ ସ୍କ୍ରିନିଂ ଭୁବନେଶ୍ୱର ରାଜମହଲ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୭, ୨୦୨୧ )

ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ଭକ୍ତମାନେ କଟକ ସ୍ଥିତ ମା କଟକଚଣ୍ଡୀ ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି କଟକସ୍ଥିତ ଚାନ୍ଦିନୀଚୋୖକ ଅଞ୍ଚଳରେ ଶ୍ରୀ ଜଗନ୍ନାଥ...

ଓଡ଼ିଶା: ଆଜିର ଫଟୋ (ମେ ୧୬, ୨୦୨୧)

ଭୁବନେଶ୍ୱରର ଗୋଶାଳା ରାସ୍ତା ନିକଟରେ ଏକ ବିଦ୍ୟୁତିକ ତାରରେ ବସିଥିବା ପାରା ମାନଙ୍କର ଏକ ସୁନ୍ଦର ଦୃଶ୍ୟ   ଅଧିକ ଉତ୍ତାପ ହେତୁ ମାଙ୍କଡ଼ମାନେ ଖଣ୍ଡଗିରିରେ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୪, ୨୦୨୧ )

ସିଆରପି ରେ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସଂଗ୍ରହାଳୟର ଲୋକମାନେ ବୁଲି ଦେଖୁ ଥିବାର ଦୃଶ୍ୟ | କଟକର ନରାଜ ନିକଟସ୍ଥ ମହାନଦୀରେ ବହୁ ସଂଖ୍ୟାରେ...

ଓଡ଼ିଶା: ଆଜିର ଫଟୋ (ଜୁନ ୧୫, ୨୦୨୧)

ଶିବ ପାର୍ବତୀ ବିବାହ ଲାଗି ପୁରୁଣା ଭୁବନେଶ୍ୱର ଗୁଆଝର ପରିସରରେ ଚନ୍ଦନ ଉତ୍ସବ     ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧବାର୍ଷିକୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୯, ୨୦୨୧)

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁମାନେ ମାଘ ସପ୍ତମୀ ଉପଲକ୍ଷେ ଖଣ୍ଡଗିରି ମେଳାରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି   କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୮ , ୨୦୨୧)

ମହିଳା ଦିବସ ଉପଲକ୍ଷେ ବାଇକ ରାଲି କରାଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଯୁବତୀ ଭୁବନେଶ୍ୱର ର ମାଷ୍ଟ୍ରରକ୍ୟାଣ୍ଟନ ଛକ ଠାରେ ଆତ୍ମଶକ୍ତି...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୭, ୨୦୨୦)

ପର୍ଯ୍ୟଟକମାନେ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା କୁ ଦେଖିସାରିବା ପରେ ଆନନ୍ଦରେ ଫେରୁଛନ୍ତି ଜଣେ ଯୁବକ ଭୁବନେଶ୍ୱରର ନୟାପାଲି ଦୁର୍ଗାପୂଜା ମଣ୍ଡପ ନିକଟରେ ମାଟି...

Advertisement
Archives

Model This Week