ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୨, ୨୦୨୧)

ଶ୍ରୀମନ୍ଦିର ଆକାଶରେ ସୂର୍ଯ୍ୟଙ୍କୁ ଘୋଟିଯାଇଛି କଳାବାଦଲ

ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ ପାଳନ

କଟକସ୍ଥିତ ରାଜବାଗୀ ମ୍ୟୁନିସିପାଲିଟି ହାଇସ୍କୁଲ ଖେଳ ପଡିଆରେ ବର୍ଷା ଜଳ ଅଟକି ରହିଛି

କଲେଜ ଛକରେ ଏକ ରାକ୍ଷୀ ଦୋକାନରୁ ଜଣେ ଝିଅ ରାକ୍ଷୀ କିଣୁଛନ୍ତି

ଫଳବିକ୍ରେତା ମାନେ କଟକର ବ୍ୟସ୍ତବହୁଳ ରାସ୍ତାରେ ଦୋକାନ ସ୍ଥାପନ କରି ଟ୍ରାଫିକ ବ୍ୟବସ୍ତା ରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୨୮, ୨୦୨୧ )

କଟକ ବାଲିଯାତ୍ରା ତଳପଡ଼ିଆ ବାଲୁକା ଶଯ୍ୟାରେ ପିଲାମାନେ କ୍ରିକେଟ ଖେଳରେ ମଗ୍ନ   ପର୍ଯ୍ୟଟନ ବିଭାଗ ପକ୍ଷରୁ କଟକ ବାରବାଟୀ ଗଡ଼ଖାଇର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି...

ଓଡିଶା: ଆଜିର ଫଟୋ ( ଜୁଲାଇ ୬ , ୨୦୨୨)

 ପୁରୀ ଶରଧାବାଲିରେ ରଥକୁ ଦକ୍ଷିଣମୋଡ଼ କରାଯାଇଛି     କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ପୁସ୍ତକକୁ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୩, ୨୦୨୦)

ପଙ୍ଗପାଳ ଆକ୍ରମଣ ପ୍ରତିହତ ଲାଗି ଅଭ୍ୟାସ କରୁଛନ୍ତି ଅଗ୍ନିଶମ କର୍ମଚାରୀ   ମଣିପୁରରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଥିବା ପ୍ରବାସୀ   ସ୍ନାନଯାତ୍ରା ଅବ୍ୟବହିତ...

ଓଡ଼ିଶା: ଆଜିର ଫଟୋ (ମେ ୩, ୨୦୨୧)

ମଦ ନେବା ପେଇଁ ରାମମନ୍ଦିର ସମୁଖରେ ଥିବା ମଦ ଦୋକାନ ରେ ଲୋକଙ୍କ ପ୍ରବଳଭିଡ ଆଗକୁ ୧୪ ଦିନ ଲକଡାଉନ ହେବାକୁଥିବାରୁ ଖାରବେଳ ନଗର ରେ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୪, ୨୦୨୧)

ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପଠାରେ ଦେବୀ ମା ଦୁର୍ଗାଙ୍କର ନବମୀ ପୂଜା ହେଉଛି ପୂଜା ଅବସର ରେ ପୁରୀ ବେଳାଭୂମି ର ମଜାନେଉଛନ୍ତି ପର୍ଯ୍ୟଟକ ଖାନଗର ମଳଚଣ୍ଡିଆଛକ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୮, ୨୦୨୨)

ଛାତ୍ରୀଛାତ୍ରମାନେ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ କରୁଛନ୍ତି ଜଟଣୀର କଳାକାର ଏଲ.ଇଶ୍ଵର ରାଓ ଭୁବନେଶ୍ୱରରେ ମହା ଶିବରାତ୍ରୀ ଉପଲକ୍ଷେ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୬, ୨୦୨୧)

ଭୁବନେଶ୍ୱର ର ନୟାପଲ୍ଲୀ ର ରାସ୍ତାକଡ଼ରେ ଜଣେ ମହିଳା ଟ୍ରାଡିସନାଲ ତାୱା ବିକୁଛନ୍ତି   ଶ୍ରେଣୀକୁ କୁ ଯିବା ପୂର୍ବରୁ ହାତକୁ ସାନିଟାଇଜର କରି ଯାଉଥିବା...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୮, ୨୦୨୨)

ଭୁବନେଶ୍ୱର ୟୁନିଟ୍-୪ସ୍ଥିତ ମସଜିଦରେ ପବିତ୍ର ରମଜାନର ପ୍ରଥମ ଶୁକ୍ରବାର ନମାଜ୍ ପାଇଁ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଛନ୍ତି   କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗ ପକ୍ଷରୁ...

Advertisement
Archives

Model This Week