ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୦, ୨୦୨୦)

ଜୋବ୍ରା ମହାନଦୀ ରିଙ୍ଗ ରୋଡର ଫୁଟପାଥରେ ଜଣେ ପିଲା ସ୍ମାର୍ଟଫୋନ୍ ଧରି ଖେଳୁଛନ୍ତି

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା

ଭୁବନେଶ୍ୱରର ବ୍ୟସ୍ତବହୁଳ ଜନପଥ ରାସ୍ତାରେ ମା’ଙ୍କଠାରୁ ଏକ ବାଛୁରୀ କ୍ଷୀର ପିଉଛି

କୋରାପୁଟର ନମିତା ମେଲାକା ଏବଂ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସହ କଟକ ସିଡିଏ ସେକ୍ଟର-୯  ରେ ଏକ ଗୀତ ରେକର୍ଡ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୦)

କୁମାରପୂର୍ଣ୍ଣିମା ଅବସରରେ ଆଞ୍ଜୁଳି ଟେକୁଛନ୍ତି ବାଳିକା ଭୁବନେଶ୍ୱର ବିଭିନ୍ନ ପୂଜାମଣ୍ଡପରେ ଗଜଲକ୍ଷ୍ମୀ ପୂଜା ରାଜଧାନୀ ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ ଖେଳଣା ଦେଖୁଛନ୍ତି ଜଣେ ବାଳିକା କଟକ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩, ୨୦୨୦)

ଅନ୍‌ଲକ-୩ରେ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇ ଏସ୍‌ପ୍ଲାନେଡ ଖୋଲାଯାଇଛି। କିନ୍ତୁ ସାନିଟାଇଜ୍‌, ଆରୋଗ୍ୟ ସେତୁ ଆପ୍‌କୁ ବାଧ୍ୟତାମୂଳକ କରାଯାଇଛି। ରାଜଧାନୀରେ ସଚେତନତା ଆଣିବା ପାଇଁ ପ୍ରଦର୍ଶନି...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୯ , ୨୦୨୦)

ମହାନଦୀ କୂଳରେ ଖାଦ୍ୟ ପାଇଁ ଶିକାର ଖୋଜୁଥିବା ପକ୍ଷୀ କରନା ମହାମାରୀ ହେତୁ ବାଲିଯାତ୍ରା ବନ୍ଦ ହେବା ଫଳରେ ପଡିଆ ଖାଲି ଖାଲି ଦିଶୁଛି କାର୍ତ୍ତିକ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୧, ୨୦୨୦)

ଗୌରିଶଙ୍କର ପାର୍କ ନିକଟରେ ବିକ୍ରି ହେଉଥିବା ଗଣେଶଙ୍କ ମୃଣ୍ମୟୀ ପ୍ରତିମା କ୍ରୟ କରୁଥିବା ଗ୍ରାହକ   ରାଜଧାନୀରେ ଦୁଇଦିନ ଶଟ୍‌ଡାଉନ ଓ ଗଣେଶ ପୂଜା ପାଇଁ...

ଆଜିର ଫଟୋ ( ଜୁନ୍ ୧୮, ୨୦୨୦ )

ବର୍ଷାର ପ୍ରଭାବରେ ଗତକାଲି ରାତିରେ ରାଉରକେଲା ସେକ୍ଟର – ୨୦ ବୈକୁଣ୍ଠ ଘାଟରୁ କୋଏଲ ନଦୀର ବାଉଁଶ ପୋଲ ଭାସିଯାଇଛି। ଏହା ପରେ ଗାଁ ବାସି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧, ୨୦୨୦)

କଟକଣା ଯୋଗୁ ଫିକା ପଡିଲା ଇଦ : କଟକ ସହରର ବିଭିନ୍ନ ମସଜିଦ ଶୂନଶାନ ଗଣେଶଙ୍କ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି କଟକ କୁମ୍ଭାରସାହିରେ ଜଣେ ଶିଳ୍ପୀ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୫ , ୨୦୨୦)

ଭୁବନେଶ୍ୱରରେ ବର୍ଷା ସମୟର କିଛି ଦୃଶ୍ୟ   ଭୁବନେଶ୍ୱର ରେଳଷ୍ଟେସନରେ ଟ୍ରେନ ଅପେକ୍ଷାରେ ଯାତ୍ରୀମାନେ   ଭୁବନେଶ୍ୱର ପରିବା ବଜାରରେ ଚାଲିଛି କିଣା ବିକା

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୦, ୨୦୨୦)

କଟକ ଯୋବ୍ରା ଆନିକଟ ମହାନଦୀ ଜଳକୁ ଲମ୍ଫ ମାରୁଛନ୍ତି ଯୁବକ ରାଜଧାନୀ ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ  କୃତ୍ରିମ ଫୁଲର ପସରା କଟକ ଯୋବ୍ରା ଆନିକଟ ବ୍ୟାରେଜ...


Coronavirus Update

Archives

Model This Week

Why Dharitri