ଭୁବନେଶ୍ୱର ଉପକଣ୍ଠ ଏକ ଗଛରେ ଖାଦ୍ୟ ଅନ୍ୱେଷଣରେ ବସିଛନ୍ତି ଚିଲ ପକ୍ଷୀ
ଭୁବନେଶ୍ୱର ସଚିବାଳୟ ମାର୍ଗରେ ପାଣି ସଂଗ୍ରହ କରି ଫେରୁଛନ୍ତି ମହିଳା
ପାଇପ ଫାଟିବା ଯୋଗୁଁ ଭୁବନେଶ୍ୱର ଜିଜିପି କଲୋନୀକୁ ସଂଯୋଗ କରୁଥିବା ରାସ୍ତାରେ ପାଣି

ଭୁବନେଶ୍ୱର ସଚିବାଳୟ ମାର୍ଗରେ ପାଣି ସଂଗ୍ରହ କରି ଫେରୁଛନ୍ତି ମହିଳା

ଭୁବନେଶ୍ୱର ଓୟୁଏଟି ଫାର୍ମରେ ପକ୍ଷୀଙ୍କ ବିଚରଣ
କଟକ ରାଣୀହାଟ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଗଢ଼ୁଥିବା ଶିଳ୍ପୀ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…