
ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ସାର ସିଞ୍ଚନ କରୁଛନ୍ତି ଚାଷୀ

କଟକ ରାଣୀହାଟ ତାଳଦଣ୍ଡା କେନାଲ ରୋଡରେ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାପାର୍ଶ୍ୱ ଗଛଗୁଡିକୁ ଧଳାରଙ୍ଗର ପ୍ରଲେପ ଦିଆଯାଉଛି

ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀ କିମ୍ସ୍ ହସ୍ପିଟାଲରେ ସାନିଟାଇଜ୍ କରାଯାଉଛି

କଟକ ତୁଳସୀପୁର ଡିୟର ପାର୍କ ନଦୀବନ୍ଧରେ ଗୁଡି ଉଡାଇବାର ମଜା ନେଉଛନ୍ତି ପିଲାମାନେ


