ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୨, ୨୦୨୦)

ରାଜଧାନୀ ସମ୍‍ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ତରଫରୁ ମକ୍‍ଡ୍ରିଲ୍‍

ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା କଟକ ରାଣୀହାଟ ପୋଲ ପ୍ରାଚୀରକୁ ଅଦ୍ୟାବଧି ମରାମତି କରାଯାଇନାହିଁ

ଭୁବନେଶ୍ୱର ରେଳଷ୍ଟେସନ ବାହାରେ ସାମାଜିକ ଦୂରତାକୁ ନ ମାନି ଏକାଠି ବସିଛନ୍ତି ଯାତ୍ରୀ

କଟକ ଏସ୍‌ସିବି ମେଡିକାଲ ବେହେରା କଲୋନୀରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ

କଟକ ଏସ୍‌ସିବି ମେଡିକାଲ ନିରାମୟ କାଉଣ୍ଟରରେ ସାମାଜିକ ଦୂରତାକୁ ନ ମାନି ଲୋକଙ୍କ ଭିଡ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୧, ୨୦୨୦)

ରାଜଧାନୀରେ ପ୍ରବଳ ବର୍ଷା କଟକ ରାଣୀହାଟ ପୋଲ ଉପରୁ ତାଳଦଣ୍ଡା କେନାଲରେ ଡେଇଁ ଗାଧୋ‍ଇବାର ମଜା ନେଉଛନ୍ତି ପିଲାମାନେ କଟକ ବାଦାମବାଡି ବସ୍‌ଷ୍ଟାଣ୍ଡରେ କରୋନା କଟକଣାକୁ...

ଓଡ଼ିଶା: ଆଜିର ଫଟୋ ( ମେ ୨୬, ୨୦୨୨)

କଟକ ବାଙ୍କାବଜାର ଅଂଚଳରେ ଜଣେ ଚୁଡ଼ି ବ୍ୟବସାୟୀ ବିକ୍ରୟ ପାଇଁ ଚୁଡ଼ିଗୁଡିକୁ ସଜାଇ ରଖୁଛନ୍ତି   ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୧, ୨୦୨୧)

ଚାନ୍ଦିନିଚଉକ ପୂଜା ମଣ୍ଡପ ରେ ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ପ୍ରବଳ ଖରା ରେ ୩ଜଣ ଯୁବତୀ ମୁହଁରେ ଓନି ବାନ୍ଧି ରୋଡ...

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଦୟା ନଦୀ ପୋଲ ତଳେ ମାଛ ଧରୁଛନ୍ତି ବ୍ୟକ୍ତି     ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା     ଭୁବନେଶ୍ୱର ଖଣ୍ଡଗିରିରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୯, ୨୦୨୧)

ଛଟ ପୂଜା ପାଇଁ କଟକ ରାଣୀହାଟ ପୋଲ ନିକଟରେ ହଳଦୀ ପତ୍ର କିଣୁଛନ୍ତି ଯୁବକ   କଟକ ଯୋବ୍ରା ଆନିକଟ ମହାନଦୀ ଜଳରେ ଥିବା ପଥରଖଣ୍ଡ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୧, ୨୦୨୨ )

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନଷ୍ଠିତ ହେବାକୁ ଥିବା ଟି୨୦ କ୍ରିକେଟ ମ୍ୟାଚ ଲାଗି ଉଭୟ ଦଳ ବାରବାଟୀ ପଡ଼ିଆରେ ଅଭ୍ୟାସ କରୁଛନ୍ତି  ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୮, ୨୦୨୦)

ବୋ‍ଇତ ବନ୍ଦାଣ ଉତ୍ସବ ଲାଗି ଭୁବନେଶ୍ୱର ରାଜମହଲରେ ଡଙ୍ଗା ବିକ୍ରୀ କଟକ ତାଳଦଣ୍ଡା କେନାଲ ଜଳରାଶିରେ ବିତରଣ କରୁଛନ୍ତି ବତକ  କଟକ ବାଲିଯାତ୍ରା ତଳପଡିଆରେ ପିଲାମାନେ...

Advertisement
Archives

Model This Week