
ରାଜଧାନୀରେ ଗୌରୀଶଙ୍କର ପାର୍କ ନିକଟରେ ବିଶ୍ୱକର୍ମାଙ୍କ ମୂର୍ତ୍ତି କିଣୁଛନ୍ତି ଗ୍ରାହକ

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ କବାଡିଆ ଜିନିଷ ନେଇ ଟ୍ରଲିରେ ଯାଉଛନ୍ତି

ଭୁବନେଶ୍ୱରରେ ବିଶ୍ୱକର୍ମାଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ମୂର୍ତ୍ତିକାର
ମା ଧାକୁଲେଇଙ୍କ କମଳା ବେଶ
ମା ଝାଞ୍ଜିରୀମଙ୍ଗଳାଙ୍କ କମଳା ବେଶ
ମା ବିମଳାଙ୍କ ହରଚଣ୍ଡୀ ବେଶ
ମା କଟକଚଣ୍ଡୀଙ୍କ ନାରାୟଣୀ ବେଶ


କଟକ କାଠଯୋଡ଼ି ନଦୀ ତଟରେ ସୂର୍ଯ୍ୟାସ୍ତ

