


ଓଡ଼ିଶା: ଆଜିର ଫଟୋ ( ମେ ୨୪, ୨୦୨୨)
ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ସିପିଆଇ(ଏମ) ଅଫିସରେ କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ଗତକାଲି ରାତିରେ...

ଓଡ଼ିଶା: ଆଜିର ଫଟୋ (ମେ ୮, ୨୦୨୧)
କଟକ ପାଲାମଣ୍ଡପରେ ରାସ୍ତାପାର୍ଶ୍ଵ ଜଳ କୁଣ୍ଡରେ ତୃଷ୍ନା ମେଣ୍ଟାଉଛନ୍ତି ପାରା କଟକରେ ସପ୍ତାହାନ୍ତ ଶଟଡାଉନ ଭୁବନେଶ୍ୱର ଏସପ୍ଲାନେଡ ମଲରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର...

ଓଡ଼ିଶା: ଆଜିର ଫଟୋ (ମେ ୧୨, ୨୦୨୨)
କଟକ ଜୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ସମ୍ମୁଖ ମହାନଦୀ ଜଳରେ ଫୁଟିଛି ପଦ୍ମ ଫୁଲ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ରାସ୍ତା ସମ୍ପ୍ରସାରଣ ପାଇଁ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮ , ୨୦୨୦ )
ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିସାରି ଫେରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସେବାୟତ ମାନେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ‘ଉତ୍କଳ ରଙ୍ଗମଞ୍ଚ’ ଜି.କେ.ସି.ଏମ୍...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩ , ୨୦୨୦)
ପ୍ରବଳ ବର୍ଷା ମଧ୍ୟରେ ପୁରୀର ରାସ୍ତାଗୁଡ଼ିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଷ୍ଟିଲ ରଡ଼ ଉପରେ କଙ୍କି ବସି ରହିଥିବାର ଦୃଶ୍ୟ ଜଣେ ଦୋକାନୀ ସ୍ୱାଧୀନତା...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୬, ୨୦୨୦)
ଜୋବ୍ରା ଆନିକଟଠାରେ ମହାନଦୀରେ ପ୍ରବାହିତ ବନ୍ୟାଜଳ ରାଜଧାନୀରେ ପ୍ରବଳ ଖରା, ପିଏମ୍ଜି ରୋଡ୍ରେ ମରିଚିକାର ଦୃଶ୍ୟ ଜିଲାପାଳଙ୍କ ଅଫିସ ମୁଖ୍ୟଦ୍ୱାର ସମ୍ମୁଖରେ ଇନରହ୍ବିଲ କ୍ଲବ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୬, ୨୦୨୧)
କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’ ଦୁର୍ଗାଙ୍କୁ ବିସର୍ଜନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୬, ୨୦୨୦ )
ଅଣସରରେ ଥିବା ମହାପ୍ରଭୁଙ୍କ ଚିକତ୍ସା ଲାଗି ଔଷଧ ପ୍ରସ୍ତୁତ କରୁଛନ୍ତି ବୈଦ୍ୟରାଜ କଟକ ଛତ୍ରବଜାର ତାଳଦଣ୍ଡା କେନାଲ ପାର୍ଶ୍ୱରେ ପରିବା ବିକୁଛନ୍ତି ଜଣେ ମହିଳା...