ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୨, ୨୦୨୦)

କଟକ ଯୋବ୍ରା ମହାନଦୀ ଜଳରାଶିରେ ଖାଦ୍ୟାନ୍ୱେଷଣରେ ବସିଥିବା ବଗ

ରାଜଧାନୀରେ ରାଜଭବନ ପେଟ୍ରୋଲ୍‍ ପମ୍ପ୍‍ ସମ୍ମୁଖରେ ଜଣେ କଣ୍ଢେଇ ବିକାଳୀ କଣ୍ଢେଇ ବିକୁଛନ୍ତି

କଟକ ଯୋବ୍ରା ଆନିକଟରେ ଜାଲ ପକାଇ ମାଛ ଧରୁଛନ୍ତି ଧୀବର

ମା’ ଝାଞ୍ଜିରୀମଙ୍ଗଳାଙ୍କ ଭୁବନେଶ୍ୱରୀ ବେଶ

ମା’ ବାସନ୍ତୀ ଦୁର୍ଗାଙ୍କ ଦକ୍ଷିଣ କାଳୀ ବେଶ

ରାଜଧାନୀରେ ବିନା ମାସ୍କରେ ଟ୍ରଲି ରିକ୍ସାରେ ପରିବାରକୁ ନେଇ ଯାଉଛନ୍ତି ବ୍ୟକ୍ତି

ରାଜଧାନୀ ଏଜି ଛକରେ ବିଦ୍ୟୁତ୍‍ ତାର ଉପରେ ବସିଥିବା ପାରାମାନେ

ରାଜଧାନୀରେ ବର୍ଷା

 ମହାନଦୀ ଜଳରାଶି ଉପରେ ନୀଳାକାଶରେ ଶୋଭା ପାଉଥିବା ଭସା ବାଦଲଖଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମେ ୨୪, ୨୦୨୨)

 ଭୁବନେଶ୍ୱର ଜୟଦେବ ବିହାରସ୍ଥିତ  ସିପିଆଇ(ଏମ) ଅଫିସରେ କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ଗତକାଲି ରାତିରେ...

ଓଡ଼ିଶା: ଆଜିର ଫଟୋ (ମେ ୮, ୨୦୨୧)

କଟକ ପାଲାମଣ୍ଡପରେ ରାସ୍ତାପାର୍ଶ୍ଵ ଜଳ କୁଣ୍ଡରେ ତୃଷ୍ନା ମେଣ୍ଟାଉଛନ୍ତି ପାରା   କଟକରେ ସପ୍ତାହାନ୍ତ ଶଟଡାଉନ   ଭୁବନେଶ୍ୱର ଏସପ୍ଲାନେଡ ମଲରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର...

ଓଡ଼ିଶା: ଆଜିର ଫଟୋ (ମେ ୧୨, ୨୦୨୨)

କଟକ ଜୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ସମ୍ମୁଖ ମହାନଦୀ ଜଳରେ ଫୁଟିଛି ପଦ୍ମ ଫୁଲ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ରାସ୍ତା ସମ୍ପ୍ରସାରଣ ପାଇଁ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮ , ୨୦୨୦ )

 ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିସାରି ଫେରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସେବାୟତ ମାନେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ‘ଉତ୍କଳ ରଙ୍ଗମଞ୍ଚ’ ଜି.କେ.ସି.ଏମ୍...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩ , ୨୦୨୦)

ପ୍ରବଳ ବର୍ଷା ମଧ୍ୟରେ ପୁରୀର ରାସ୍ତାଗୁଡ଼ିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଷ୍ଟିଲ ରଡ଼ ଉପରେ କଙ୍କି ବସି ରହିଥିବାର ଦୃଶ୍ୟ ଜଣେ ଦୋକାନୀ ସ୍ୱାଧୀନତା...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୬, ୨୦୨୦)

ଜୋବ୍ରା ଆନିକଟଠାରେ ମହାନଦୀରେ ପ୍ରବାହିତ ବନ୍ୟାଜଳ ରାଜଧାନୀରେ ପ୍ରବଳ ଖରା, ପିଏମ୍‌ଜି ରୋଡ୍‌ରେ ମରିଚିକାର ଦୃଶ୍ୟ   ଜିଲାପାଳଙ୍କ ଅଫିସ ମୁଖ୍ୟଦ୍ୱାର ସମ୍ମୁଖରେ ଇନରହ୍ବିଲ କ୍ଲବ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୬, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’ ଦୁର୍ଗାଙ୍କୁ ବିସର୍ଜନ      ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୬, ୨୦୨୦ )

ଅଣସରରେ ଥିବା ମହାପ୍ରଭୁଙ୍କ ଚିକତ୍ସା ଲାଗି ଔଷଧ ପ୍ରସ୍ତୁତ କରୁଛନ୍ତି ବୈଦ୍ୟରାଜ   କଟକ ଛତ୍ରବଜାର ତାଳଦଣ୍ଡା କେନାଲ ପାର୍ଶ୍ୱରେ ପରିବା ବିକୁଛନ୍ତି ଜଣେ ମହିଳା...

Advertisement
Archives

Model This Week