ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ୱାଗତ ସମ୍ବର୍ଧନା ଜଣାଉଛନ୍ତି
ବାଲିଯାତ୍ରା ତଳ ପଡିଆରେ ଆନ୍ତର୍ଜାତୀୟ ଗୁଡ଼ି ଉଡାଳି ରାଜେଶ ନାୟର ଗୁଡ଼ି ଉଡାଇବା ତାଲିମ ଦେଉଛନ୍ତି

ବାଲିଯାତ୍ରା ପଡିଆ କୁ କଲିକତା ରୁ ଆସିଥିବା ମାଛ ଧରା ଜାଲ

ପୁରୀ ମଙ୍ଗଳାଘାଟ ବାଏପାସ କଡରେ ଏକ ଖଳାରେ କଇଁ ଫୁଲ ଫୁଟିଥିବାର ଦୃଶ୍ୟ




