ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍‌ଟି

ଭୁବନେଶ୍ୱର,୧ା୩: ଗତ ଫେବୃଆରୀ ମାସରେ ଓଡ଼ିଶାରେ ସଂଗ୍ରହ ହୋଇଛି ସର୍ବକାଳୀନ ସର୍ବାଧିକ ମୋଟ ବସ୍ତୁ ଏବଂ ସେବା କର(ଜିଏସ୍‌ଟି)। ୨୦୨୪ ଫେବୃଆରୀରେ ୫୧୩୫.୮୧ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଫେବୃଆରୀ ୨୦୨୩ ରେ ୪୫୧୯.୩୫ କୋଟି ଥିଲା। ଅର୍ଥାତ ବାର୍ଷିକ ତୁଳନାରେ ଏଥିରେ ୧୩.୬୪% ଅଭିବୃଦ୍ଧି ପଞ୍ଜିକୃତ ହୋଇଛି।

ଆର୍ଥିକ ବର୍ଷ ୨୦୨୩-୨୪ (ଫେବୃଆରୀ ୨୪ ପର୍ଯ୍ୟନ୍ତ) ସମୟରେ ଓଡ଼ିଶାରେ ସଂଗ୍ରହ ହୋଇଥିବା ମୋଟ ଜିଏସ୍‌ଟି ହେଉଛି ୪୯,୬୩୮.୬୪ କୋଟି ଟଙ୍କା। ଯେତେବେଳେକି ଆର୍ଥିକ ବର୍ଷ ୨୦୨୨-୨୩ ର ସମାନ ଅବଧିରେ ୧୧.୦୭% ଅଭିବୃଦ୍ଧି ସହିତ ୪୯୬୩୮.୬୪ କୋଟି ଟଙ୍କା ସଂଗ୍ରହ ହୋଇଥିଲା।

ସେହିଭଳି ଗତ ଫେବୃଆରୀ ମାସରେ ରାଜ୍ୟ ଜିଏସ୍‌ଟି (ଓଡ଼ିଶା ଜିଏସ୍‌ଟି ଏବଂ ସମନ୍ୱିତ ଦ୍ରବ୍ୟ ଏବଂ ସେବା କର ଆଇଜିଏସ୍‌ଟି ସେଟେଲମେଣ୍ଟ) ର ତୃତୀୟ ସର୍ବାଧିକ ସଂଗ୍ରହରେ ମଧ୍ୟ ଓଡିଶା ରେକର୍ଡ କରିଛି। ଫେବୃଆରୀ ୨୦୨୪ ରେ ଏହା ୧୬୭୩.୯୬ କୋଟିର ସଂଗ୍ରହ ହୋଇଥିଲା, ଯେତେବେଲେକି ଫେବୃଆରୀ ୨୦୨୩ ରେ ୩୭.୧୨% ଅଭିବୃଦ୍ଧି ସହ ୨୨୯୫.୪୧ କୋଟି ଟଙ୍କା ସଂଗ୍ରହ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତର ଅର୍ଥନୀତି, ୩ ବର୍ଷରେ ପଛରେ ପଡିବେ ଜର୍ମାନୀ, ଜାପାନ

ନୂଆଦିଲ୍ଲୀ, ୧୬।୪: ଭାରତର ଅର୍ଥନୀତି ଆଗାମୀ ତିନି ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନକୁ ପଛରେ ପକାଇ ଦେବ ଏବଂ ୨୦୪୭ ସୁଦ୍ଧା ଏହା ବିଶ୍ୱର...

୪ ହଜାର କୋଟିର ପ୍ରକଳ୍ପ ଶିଳାନ୍ୟାସ-ଲୋକାର୍ପଣ କଲେ ଗଡକରୀ

ଭୁବନେଶ୍ୱର,୧୭।୪: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଗଡ଼କରୀ...

ଟ୍ରାଫିକ୍ ଚାଲାଣ ଧରା ପକାଇଦେଲା ଚୋରି ହୋଇଥିବା ବାଇକ୍, ଘଣ୍ଟାଏ ଭିତରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭।୪: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ଜଣେ ଯୁବକ ଓଡ଼ିଶା ମୋଟର ଯାନ ବିଭାଗ ଦ୍ୱାରା ଜାରି ହୋଇଥିବା ଏକ ଟ୍ରାଫିକ ଚାଲାଣ ଯୋଗୁଁ ମାତ୍ର କେଇ...

କମିବ ବର୍ଷାର ପ୍ରଭାବ, ରାଜ୍ୟରେ ୨୦ ତାରିଖରୁ ତାତି ବଢିବା ସମ୍ଭାବନା

ନୂଆଦିଲ୍ଲୀ,୧୭।୪: ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରେକର୍ଡ ହେଉଛି। ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା...

ୱକ୍‌ଫ ସଂଶୋଧନ: ନୂଆ ନିଯୁକ୍ତି ଉପରେ ରୋକ୍‌, ୭ ଦିନ ଭିତରେ କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫: ସୁପ୍ରିମକୋର୍ଟ ଓ୍ୱକ୍‌ଫ ଆଇନ ସଂଶୋଧନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଓ୍ୱାକ୍‌ଫ ବୋର୍ଡରେ...

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

Top 5 Biodiversity Centers in Odisha: ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ର

ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ,...

Salary Hike: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ପୋଲିସ କର୍ମଚାରୀଙ୍କ ଦରମା ୫୫ହଜାର ଯାଏ ବୃଦ୍ଧି

ଭୁବନେଶ୍ୱର,୧୭।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri