ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୦, ୨୦୨୧ )

ଆଗକୁ ମକର ସଂକ୍ରାନ୍ତି କଟକର ନୟାସଡ଼କ ଅଞ୍ଚଳରେ ଗୁଡ଼ି ବିକ୍ରି ହେଉଛି

ଆସନ୍ତା ଜାନୁଆରୀ ୧୪ ରେ ମୁକ୍ତେଶ୍ଵର ମହୋତ୍ସବ ପାଇଁ ପ୍ରସ୍ତୁତି ଚାଲିଛି

ଭୁବନେଶ୍ୱରର ଓର୍ଲଡ ଟାଉନର ଗୁଆଝର ପୋଖରୀ ରେ ହଂସ ମାନେ ଖେଳୁଛନ୍ତି

ରାଜଧାନୀର ପିଏମଜି ରାସ୍ତାରେ ଜଣେ ବ୍ୟକ୍ତି ତାଙ୍କ ବ୍ୟାଗ ଉପରେ ଶୋଇଥିବାର ଦୃଶ୍ୟ

ଜଣେ ବୃଦ୍ଧ ଚନ୍ଦ୍ରଶେଖରପୁର ରେଳ ସଦନ ରାସ୍ତା କଡରେ ଏକ ଲିକ୍ ପାଣି ପାଇପରୁ ପାଣି ସଂଗ୍ରହ କରୁଥିବାର ଦୃଶ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri